କେମିତି ଜାଣିବେ ଆପଣ ପିଉଥିବା ଚା ଅସଲି ନା ନକଲି ?

ନିକଟରେ ଉତ୍ତରପ୍ରଦେଶର ଲକ୍ଷ୍ନୌ ଖାଦ୍ୟ ସୁରକ୍ଷା ଏବଂ ଔଷଧ ପ୍ରଶାସନ (ଏଫ୍ଏସ୍ ଡିଏ) ଏବଂ ଉତ୍ତରପ୍ରଦେଶ ଏସ୍. ଟି. ଏଫ୍. ନକଲି ଚା ପ୍ରସ୍ତୁତ କରୁଥିବା ଏକ କାରଖାନାର ପର୍ଦ୍ଦାଫାସ କରିଛନ୍ତି। ଏହି କାରଖାନାରୁ 11 ହଜାର କିଲୋଗ୍ରାମ ନକଲି ଚା ପତି, ସିନ୍ଥେଟିକ୍ ରଙ୍ଗ ଏବଂ ବାଲି ଉଦ୍ଧାର କରାଯାଇଛି। ଏ ଜବତ ସାମଗ୍ରୀର ମୂଲ୍ୟ ପାଖାପାଖି 13 ଲକ୍ଷ ଟଙ୍କା ହେବ। ଓଡ଼ିଶାରେ ମଧ୍ୟ ଏକାଧିକ ବାର ନକଲି ଚାପତି ପ୍ରସ୍ତୁତି କାରଖାନା ଉପରେ…

Read More

ଭିଟାମିନ ଡି ବୃଦ୍ଧାବସ୍ଥା ରୋକିଥାଏ କିନ୍ତୁ ଭାରତରେ 76% ପାଖରେ ଅଭାବ

ଭିଟାମିନ ଡି ଏମିତି ଏକ ଭିଟାମିନ ଯାହାକୁ ଆମ ଶରୀର ନିଜେ ମଧ୍ୟ ତିଆରି କରିପାରିବ, ଏଥିପାଇଁ କେବଳ ଆବଶ୍ୟକ ସୂର୍ଯ୍ୟାଲୋକର। ଯେମିତି ସୂର୍ଯ୍ୟାଲୋକର ଉପସ୍ଥିତିରେ ଉଦ୍ଭିଦମାନେ ଖାଦ୍ୟ ପ୍ରସ୍ତୁତ କରିଥାନ୍ତି, ସେମିତି ଆମ ଶରୀର ନିଜର ଆବଶ୍ୟକତା ଅନୁସାରେ ଭିଟାମିନ ଡି ପ୍ରସ୍ତୁତ କରିଥାଏ। ତେବେ ଆଶ୍ଚର୍ଯ୍ୟର କଥା ହେଲା ସୂର୍ଯ୍ୟାଲୋକ ସମସ୍ତଙ୍କ ପାଇଁ ପର୍ଯ୍ୟାପ୍ତ ପରିମାଣରେ ଉପଲବ୍ଧ ହେଉଥିଲେ ମଧ୍ୟ ବିଶ୍ବର ଅଧା ଲୋକ ଭିଟାମିନ ଡି ଅଭାବର ଶିକାର ହୋଇଥାନ୍ତି। ଆମ ଦେଶରେ…

Read More

ମାଲାଇକାଙ୍କ ଫିଟନେସ ମନ୍ତ୍ର କେମିତି ବଢ଼ାଇବେ ଅଭ୍ୟାସ

47 ବର୍ଷ ବୟସରେ ଅଭିନେତ୍ରୀ ମାଲାଇକା ଆରୋରା କେମିତି ଏତେ ଫିଟ୍ ଆଣ୍ଡ ଫାଇନ ରହୁଛନ୍ତି ତାହା ସବୁବେଳେ ତାଙ୍କୁ ପ୍ରଶ୍ନ ହୁଏ । ଏବେ କିନ୍ତୁ ଆପଣଙ୍କ ପାଇଁ ମାଲାଇକା ତାଙ୍କ ଫିଟନେସର ମନ୍ତ୍ର ବତେଇଛନ୍ତି । ତାଙ୍କ କହିବା ଅନୁସାରେ ଆଦୌ କଷ୍ଟକର ବ୍ୟୟାମ ଘରେ କରନ୍ତୁ ନାହିଁ। ଏହାଦ୍ବାରା ଆପଣ ଥକିପଡ଼ିବେ ଏବଂ ଆଗ୍ରହ ବି କମି ଯିବ। ତେଣୁ ଅତି ସରଳ ଏକସରସାଇଜ କରିବା ଲାଗି ଟିପସ ଦେଇଛନ୍ତି ମାଲାଇକା। ନିଜର…

Read More