ହୀରାକୁଦରେ ଅଛି ପର୍ଯ୍ୟଟନ ଶକ୍ତି- ଖର୍ଚ୍ଚ ହେବ 130 କୋଟି

ହୀରାକୁଦକୁ ପଶ୍ଚିମ ଓଡ଼ିଶାର ପର୍ଯ୍ୟଟନର ହବ କରାଯ଼ିବ ଏବଂ ଏଥିପାଇଁ 130 କୋଟି ଟଙ୍କା ଖର୍ଚ୍ଚ କରାଯ଼ିବ । ହୀରାକୁଦକୁ ପଶ୍ଚିମ ଓଡ଼ିଶାର ପର୍ଯ୍ୟଟନ କ୍ଷେତ୍ରର ଏକ ପ୍ରବେଶ ପଥରେ ବିକଶିତ କରାଯିବ । ସମ୍ବଲପୁର ଗସ୍ତ ଅବସରରେ ଏଭଳି ସୂଚନା ଦେଇଛନ୍ତି ଓଡ଼ିଶା ବିକାଶ ପରିଷଦର ଅଧ୍ୟକ୍ଷ ଅସିତ୍ ତ୍ରିପାଠୀ । ଆଜି ହୀରାକୁଦ ସ୍ଥିତ ବୋଟିଂ କ୍ଲବ, ଦେବ୍ରିଗଡ ଅଭୟାରଣ୍ୟ, ବାଦୁଡ଼ି ଦ୍ବୀପ ଆଦି ସ୍ଥାନ ପରିଦର୍ଶନ କରିଥିଲେ ପଶ୍ଚିମ ଓଡ଼ିଶା ବିକାଶ ପରିଷଦର…

Read More