କାହା ପାଇଁ ଚାମ୍ପିଅନ ହେଲା ଟିମ୍ ଇଣ୍ଡିଆ (ଡବ୍ଲୁ)
ଭାରତୀୟ ମହିଳା କ୍ରିକେଟ ବାହିନୀ ସବୁ ପ୍ରତିବନ୍ଧକକୁ ପାର କରି ବିଶ୍ବ ଚାମ୍ପିଅନ ହୋଇଛି । ପ୍ରଥମରେ ଅଷ୍ଟ୍ରେଲିଆର ଫାଇନାଲ ଖେଳିବାର ଧାରାକୁ ଚୂନା କରିବା ଏବଂ ଏହା ସହିତ ପ୍ରଥମ ଥର ପାଇଁ ବିଶ୍ବ ଚାମ୍ପିଅନ ହୋଇ ପୁଣି ଥରେ କ୍ରିକେଟ ପ୍ରେମିଙ୍କ ମନରେ ଜୋଶ ଭରିଛି ହରମନ ପ୍ରିତଙ୍କ ଟିମ । ଚାରି ଆଡୁ ଛୁଟୁଛି ଶୁଭେଚ୍ଛାର ସୁଅ HISTORY MADE! 🇮🇳 Our women in blue have done it- India…
