କୋଟିଆରେ ଆନ୍ଧ୍ର ଟିମର ବୈଠକ ବେଳେ ପହଞ୍ଚିଗଲେ ବିଧାୟକ

 କୋଟିଆ ସୀମା ମଧ୍ୟରେ ପଶି ଆନ୍ଧ୍ର ପ୍ରଦେଶର ସରକାରୀ ଅଧିକାରୀ ଏବଂ ରାଜନୈତିକ ନେତା ବୈଠକ କରିବା ସହିତ ଭୋଜିଭାତ କରୁଥିବାର ଖବର ପାଇ ସେଠାରେ ପହଞ୍ଚିଥିଲେ ପଟ୍ଟାଙ୍ଗି ବିଧାୟକ ପିତମ ପାଢ଼ୀ । ସ୍ଥିତି ଏମିତି ହୋଇଥିଲା ଯେ ସେଠାରେ ପ୍ରବଳ ଯ଼ୁକ୍ତି ତର୍କ ଏମିତିକି ଠେଲାପେଲା ଯାଏଁ କଥା ଯାଇଥିଲା। ତେବେ ପଟ୍ଟାଙ୍ଗି ବିଧାୟକଙ୍କ ଯ଼ୁକ୍ତିତର୍କରେ ହାରି ଶେଷରେ ଛତ୍ର ଭଙ୍ଗ ଦେଇଥିଲେ ଆନ୍ଧ୍ରର ସରକାରୀ ବାବୁ ଓ ରାଜନୈତିକ ନେତାଏ। ଆନ୍ଧ୍ର ଦ୍ବାରା…

Read More