ଗଲୱାନ ଦିବସରେ ସେନାର ଏହି ଭିଡିଓ ଦେଖିଲେ ଗର୍ବରେ ଛାତି ଫୁଲି ଉଠିବ

ଗଲୱାନରେ ଭାରତ ଓ ଚୀନ ସେନା ମଧ୍ୟରେ ହୋଇଥିବା ସଂଘର୍ଷକୁ ଏକ ବର୍ଷ ପୂରିଯାଇଛି । ଏହି ଉଦ୍ଦେଶ୍ୟରେ ଭାରତୀୟ ସେନା ଏକ ଭିଡିଓ ଜାରି କରିଛି । ଏହି ଭିଡିଓ ‘ଗାଲୱାନ୍ କେ ବୀର୍’ ନାମରେ ପ୍ରକାଶିତ ହୋଇଛି । ଏଥିରେ ଭାରତୀୟ ସୈନିକମାନଙ୍କର ବୀରତ୍ୱର ଚିତ୍ର ରହିଛି । ୪ ମିନିଟ୍, ୫୯ ସେକେଣ୍ଡର ଏହି ଭିଡିଓରେ ଭାରତୀୟ ସେନାର ପରାକ୍ରମ ପ୍ରଦର୍ଶନ କରାଯାଇଛି। ଏହି ଭିଡିଓରେ ପ୍ରସିଦ୍ଧ ଗାୟକ ହରିହରନ୍ ନିଜର ସ୍ୱର…

Read More