ସିଂହକୁ କରୋନା , ଡେଲଟା ଭାଇରସରେ ଆକ୍ରାନ୍ତ

କୋଭିଡ ଭୂତାଣୁ ପାଇଁ ମଣିଷ କଲବଲ ହେଉଥିବା ବେଳେ ପଶୁମାନେ ମଧ୍ୟ ଏଥିରୁ ବାଦ ପଡୁନାହାନ୍ତି। ତାମିଲନାଡୁର ବାନ୍ଦାଲୁରର ଆରିଗନାର ଆନ୍ନା ଚିଡ଼ିଆ ଖାନାର 4 ସିଂହ ଡେଲଟା ଭାଇରସ କରୋନାରେ ଆକ୍ରାନ୍ତ ହୋଇଥିବା ଜଣାଯାଇଛି। ଏହି 4 ସିଂହଙ୍କ ଜେନୋମ ସିକ୍ବେନ୍ସିଂ କରାଯ଼ିବା ପରେ ଏହା ସ୍ପଷ୍ଟ ହୋଇଛି ଯେ ଏମାନେ B.1.617.2 ବା ଡେଲଟା ଭାଇରସ ଦ୍ବାରା ସଂକ୍ରମିତ ହୋଇଛନ୍ତି। ଆରିଗନାର ଆନ୍ନା ଚିଡ଼ିଆ ଖାନା ପକ୍ଷରୁ ଏହା ସ୍ପଷ୍ଟ କରାଯାଇଛି । ପୂର୍ବରୁ…

Read More