
ମନୀଷା କୋଇରାଲାଙ୍କ ମନ୍ତ୍ର- ସେୟାର କଲେ ଫଟୋ
ଅଭିନେତ୍ରୀ ମନୀଷା କୋଇରାଲାଙ୍କର ଫିଲ୍ମ ଦୁନିଆରେ ଏକ ନିଆରା ପରିଚୟ ରହିଛି। ଫିଲ୍ମ ସୌଦାଗର ଠାରୁ ଆରମ୍ଭ କରି ଅଗ୍ନିସାକ୍ଷୀ, ବମ୍ବେ, 1942 ଏ ଲଭଷ୍ଟୋରୀ, ଅକେଲେ ହମ ଅକେଲେ ତୁମ୍, ଏକ ଛୋଟିସୀ ଲଭ ଷ୍ଟୋରି ଏମିତି ଅନେକ ଅଭୁଲା ଫିଲ୍ମରେ ଅଭିନୟ କରି ଦର୍ଶକଙ୍କ ମନରେ ଏକ ନିଆରା ଛାପ ଛାଡ଼ିଛନ୍ତି ଏହି ଅଭିନେତ୍ରୀ। ତେବେ ମନୀଷାଙ୍କର ବର୍ତ୍ତମାନର ପରିଚୟ ହେଉଛନ୍ତି ସେ ଜଣେ କ୍ୟାନସର ସର୍ଭାଇଭର। କ୍ୟାନସରକୁ ଜିଣି ସେ ତାଙ୍କର ଅଦମ୍ୟ…