ଫର୍ମୁଲା ୱ ସାତ ଦିନ – ବ୍ରହ୍ମପୁର ବିବାହ ବିବାଦରେ ଆସିଲା କୋର୍ଟଙ୍କ ରାୟ

ହିନ୍ଦି ଫିଲ୍ମ ୱ ସାତ ଦିନରେ ନାୟକ ଓ ନାୟିକା ଘଟଣା କ୍ରମରେ ଗୋଟିଏ ଘରେ 7 ଦିନ ରହିବାକୁ ବାଧ୍ୟ ହୋଇଛନ୍ତି  । ଏହି 7 ଦିନ କିନ୍ତୁ ସେମାନଙ୍କୁ 7 ଜନ୍ମର ବନ୍ଧନରେ ବାନ୍ଧି ଦେଇଥିଲା । ଫିଲ୍ମଟି ସେତେବେଳେ ସୁପର ହିଟ ହୋଇଥିଲା। ହେଲେ ଏବେ ୱ ସାତ ଦିନର ଏକ୍ସପେରିମେଣ୍ଟ କରିଛନ୍ତି ବ୍ରହ୍ମପୁର ଏସଡିଜେଏମ କୋର୍ଟ। ବିବାଦରେ ଛନ୍ଦି ହୋଇଥିବା ପତି ପତ୍ନୀଙ୍କୁ ସର୍ତ୍ତମୂଳକ ଭାବେ ଗୋଟିଏ ଘରେ ରହିବା ଲାଗି…

Read More