ଛକରେ ନାଚିବା ମଡେଲଙ୍କୁ ମହଙ୍ଗା ପଡ଼ିଲା- ଦେଖନ୍ତୁ

‘ଟ୍ରାଫିକ ସିଗନାଲରେ ନାଚିବା ମହଙ୍ଗା ପଡ଼ିଲା । ମଡେଲଙ୍କ ବିରୋଧରେ ଲାଗିଲା ନୋଟିସ। ମଧ୍ୟପ୍ରଦେଶ ଇନ୍ଦୋରର ରସୋମା ସ୍କୋୟାରରେ ରେଡ୍‌ ସିଗନାଲର ଗାଡ଼ି ଅଟକି ଗଲା, ହଠାତ ରାସ୍ତା ଉପରକୁ ଚାଲି ଆସିଥିଲେ ଏହି ଯ଼ୁବତୀ। ସିଗନାଲରେ ଗାଡ଼ି ଅଟକିଥିବା ବେଳେ ଏହି ଯୁବତୀ ରାସ୍ତା ଉପରେ ନାଚି ଥିଲେ, ଯାହାର ଭିଡିଓ ଭାଇରାଲ ହେଉଛି ଇନ୍‌ଷ୍ଟାଗ୍ରାମରେ। ଏହି ଭିଡିଓ ଯୁବତୀଙ୍କ ପାଇଁ ଅଡ଼ୁଆ ସୃଷ୍ଟି କରିଛି। ଟ୍ରାଫିକ୍‌ ନିୟମ ଭାଙ୍ଗିବା କାରଣରୁ ପୋଲିସ ତାଙ୍କୁ ନୋଟିସ…

Read More