ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଆମ୍ବ ଉପହାର – ଏଥର ବାଂଲାଦେଶରୁ

“ମୋତେ ଆମ୍ବ ଖାଇବାକୁ ଭାରି ଭଲ ଲାଗେ”, ଅକ୍ଷୟ କୁମାରଙ୍କୁ ଏକ ଇଣ୍ଟରଭ୍ୟୁ ଦେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏକଦା ଏହା କହିଥିଲେ। ସେ କହିଥିଲେ ଯେ “ଆମ୍ବ କାଟିକି ନୁହେଁ ସିଧା ଗୋଟା ଖାଇବାକୁ ମୋତେ ଭଲ ଲାଗେ।” ଆଉ ଏବେ ତ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଆମ୍ବ ଉପହାର ବଢ଼ିଚାଲିଛି । ଆମ୍ବ କଥା କହିବା ବେଳକୁ ଆପଣ ନିଶ୍ଚୟ ମନେ ପକାଇ ସାରିବେଣି ଯେ ପଶ୍ଚିମ ବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ପ୍ରଧାନମନ୍ତ୍ରୀ ମୋଦିଙ୍କୁ…

Read More

ପିଲାଙ୍କ କଥା ରହିଲା ପରୀକ୍ଷା ବାତିଲ

  ସିବିଏସଇ ଦ୍ବାଦଶ ଶ୍ରେଣୀ ପରୀକ୍ଷା ରଦ୍ଦ କରାଯାଇଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ବସିଥିବା ଏକ ଉଚ୍ଚସ୍ତରୀଯ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି । କରୋନା ସମୟରେ ଛାତ୍ରଛାତ୍ରୀଙ୍କ ଉପରେ ଅଧିକ ଚାପ ନ ପକାଇବା ଏବଂ ସେମାନଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି କେନ୍ଦ୍ର ସରକାର ଏହି ନିଷ୍ପତ୍ତି ନେଇଥିବା ପ୍ରଧାନମନ୍ତ୍ରୀ ଜଣାଇଛନ୍ତି । Government of India has decided to cancel the Class XII CBSE Board Exams. After…

Read More