ତୃତୀୟ ଲହର ଆସିବା ସମ୍ଭାବନା କମ- ଜାଣନ୍ତୁ କଣ ରହିବ ସ୍ଥିତି

କରୋନାର ତୃତୀୟ ଲହର ନେଇ ନାନା କଳ୍ପନା ଜଳ୍ପନା ଲାଗି ରହିଥିବା ବେଳେ ବିଶେଷଜ୍ଞମାନେ ଆଶ୍ବାସନା ଦେଇ କହିଛନ୍ତି ତୃତୀୟ ଲହର ଆସିବା ଆଶଙ୍କା କମ୍ । ଯଦି ବି ତୃତୀୟ ଲହର ଆସେ, ତେବେ ତାହା ଦ୍ବିତୀୟ ଲହର ଭଳି ସେତେଟା ମାରାତ୍ମକ ହେବନି । ଦ୍ବିତୀୟ ଲହରରେ ସାରା ଭାରତରେ ସ୍ଥିତି ସଙ୍ଗୀନ ରହିଥିଲା ତେବେ ଦ୍ବିତୀୟ ଲହରର ପ୍ରଭାବ ଧିରେ ଧିରେ ହ୍ରାସ ପାଉଛି । ବର୍ତ୍ତମାନ ଭାରତରେ ମହାମାରୀ ଏଣ୍ଡେମିକ ଷ୍ଟେଜରେ…

Read More

ଆଗକୁ ଆହୁରି ଲଘୁଚାପ ଆସୁଛି : ସେପ୍ଟେମ୍ବର ଶେଷ ଯାଏଁ ଭସେଇବ

ସେପ୍ଟେମ୍ବର ମାସରେ ଆବଶ୍ୟକତା ଠାରୁ ଅଧିକ ବୃଷ୍ଟିପାତ ହୋଇସାରିଲାଣି । ଏହାପରେ ଲାଗ ଲାଗ ଆହୁରି ଘୂର୍ଣ୍ଣିବଳୟ ବଙ୍ଗୋପସାଗରରେ ସୃଷ୍ଟି ହେବାକୁ ଯାଉଛି। ଏହାଦ୍ବାରା ରାଜ୍ୟର ସମସ୍ତ ଭାଗରେ ବର୍ଷା ହେବ । ପାଣିପାଗ ବିଭାଗ ଏଭଳି କିଛି ପୂର୍ବାନୁମାନ କରିଛି। ଏବେ ବଙ୍ଗୋପସାଗରରେ ଗୋଟିଏ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି। ଏହାପରେ 23 ତାରିଖରେ ପୁଣି ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେବାର ସମ୍ଭାବନା ରହିଛି। ବର୍ତ୍ତମାନ ସୃଷ୍ଟି ହୋଇଥିବା ଲଘୁଚାପ ପ୍ରଭାବରେ ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷା ହେବ।…

Read More

ପ୍ରଥମେ ପ୍ରାଥମିକ ବିଦ୍ୟାଳୟ ଖୋଲାଯାଉ- ଭାର୍ଗବ

ଅଧା ଶିଶୁଙ୍କ ନିକଟରେ କୋଭିଡ ଆଣ୍ଟିବଡି ସୃଷ୍ଟି ହେଲାଣି । ଏମିତିକି ଶିଶୁମାନଙ୍କ ଠାରେ ଭାଇରାଲ ରୋଗ ପ୍ରତିରୋଧ କ୍ଷମତା ଅଧିକ ଥାଏ । ତେଣୁ ଯ଼ଦି ସ୍କୁଲ ଖୋଲିବା କଥା ଚିନ୍ତା କରାଯ଼ାଏ ତେବେ ପ୍ରଥମେ ପ୍ରାଥମିକ ବିଦ୍ୟାଳୟ ଖୋଲାଯିବା ଉଚିତ। ଏମିତି କିଛି ମତ ଦେଇଛି ଭାରତର ଚିକିତ୍ସା ଗବେଷଣା ସଂସ୍ଥା ଆଇସିଏମଆର । ଆଇସିଏମଆରର ମୁଖ୍ୟ ବଳରାମ ଭାର୍ଗବ ଚତୁର୍ଥ ସେରୋ ସର୍ଭେ ସଂପର୍କରେ ସୂଚନା ଦେଇ କହିଛନ୍ତି ଯେ ଦେଶରେ ଦୁଇ…

Read More

ଜୟନ୍ତି ଟିଗାଙ୍କ ବିଷୟରେ ଜାଣିଲେ ଆପଣ ବି ହାର ମାନିବେନି

ଜୟନ୍ତି ଟିଗା, ଏହି ନାଁଟି ପୂର୍ବରୁ କେବେ ସମ୍ଭବତଃ ଆପଣ ଶୁଣିନଥିବେ । କାରଣ ସେ ଚର୍ଚ୍ଚାରେ ରହୁଥିବା ଭିଆଇପିଙ୍କ ଭିତରୁ ନୁହନ୍ତି । ମନ୍ତ୍ରୀ ନୁହନ୍ତି, ନେତା ନୁହନ୍ତି, ସରକାରୀ ବାବୁ କିମ୍ବା ବ୍ୟବସାୟାୀ ବି ନୁହନ୍ତି । ତେବେ ଓଡ଼ିଶାର ଏହି ମହିଳାଙ୍କ ବିଷୟରେ ଜାତୀୟ ଗଣମାଧ୍ୟମରେ ଚର୍ଚ୍ଚା ଧରିଲାଣି।  ଏହି ମହିଳା ଜଣେ ଅଙ୍ଗନବାଡ଼ି କର୍ମୀ। ତାଙ୍କର କର୍ମ ନିଷ୍ଠା ତାଙ୍କୁ ଏବେ ପ୍ରଶଂସିତ କରିଛି। ଜୟନ୍ତି ଟିଗା ସୁନ୍ଦରଗଡ଼ ଜିଲ୍ଲା ଲେଫ୍ରିପଡ଼ା…

Read More