ହରିଶଙ୍କର ନୃସିଂହନାଥ ଆକର୍ଷଣୀୟ ପର୍ଯ୍ୟଟନସ୍ଥଳୀ ହେବ

ବଲାଙ୍ଗିର ଜିଲାର ପ୍ରସିଦ୍ଧ ଶୈବପୀଠ ଓ ବରଗଡ ଜିଲାର ନୃସିଂହନାଥ ମନ୍ଦିରର ପାରିପାଶ୍ବିକ ବିକାଶ ସହିତ ସେଠାକୁ ସବୁଦିନିଆ ପର୍ଯ୍ୟଟକଙ୍କ ଆକର୍ଷଣ କେନ୍ଦ୍ର କରିବା ଲାଗି ଅଣ୍ଟା ଭିଡିଛନ୍ତି ରାଜ୍ୟ ସରକାର। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ବସିଥିବା ସମୀକ୍ଷା ବୈଠକରେ ଏହା ଉପରେ ଆଲୋଚନା ହୋଇଛି । ଉନ୍ନୟନ କାମ ୨୦୨୨ ଡିସେମ୍ବର ମଧ୍ୟରେ ଶେଷ କରିବାକୁ ସ୍ଥିର ହୋଇଛି । ଉଭୟ ପର୍ଯ୍ୟଟନ ସ୍ଥଳରେ ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିବା ପାଇଁ ସାଂସ୍କୃତିକ ତଥା ଧାର୍ମିକ…

Read More