ଭାରତୀୟ ବାଳିକା ଦଳ ଶିବିରରେ 5 ଓଡ଼ିଆ

ଓଡ଼ିଶାରୁ 5 ଜଣ ଖେଳାଳି ଭାରତୀୟ ବାଳିକା ଜୁନିୟର ବିଶ୍ବକପ ହକିର ସମ୍ଭାବ୍ୟ ଦଳରେ ସ୍ଥାନ ପାଇଛନ୍ତି । ବିଶ୍ବକପ ପାଇଁ 28 ଜଣିଆ ଦଳ ସ୍ଥିର ହୋଇଛି। ଏଥିରେ ଓଡ଼ିଶାର 5 ଜଣ ଖେଳାଳି ସ୍ଥାନ ପାଇଛନ୍ତି। ଓଡ଼ିଶା ସ୍ପୋର୍ଟସ ପକ୍ଷରୁ ଟ୍ବିଟ କରି ଏହି ସୂଚନା ଦିଆଯାଇଛି। ଏହି 5 ଜଣ ଖେଳାଳି ହେଲେ ଅଜମିନା କୁଜୁର, ଜ୍ୟୋତି ଛତ୍ରି, ଜୀବନ କିଶୋରୀ ଟପ୍ପୋ, ନିକିତା ଟପ୍ପୋ ଏବଂ ମାଧୁରୀ କିଣ୍ଡୋ। ଏପ୍ରିଲ ମାସରେ…

Read More