ତପୁ ମିଶ୍ରଙ୍କୁ ବି ନେଇଗଲା କରୋନା, ଓଲିଉଡ଼କୁ ଶକ୍ତ ଧକ୍କା

ପ୍ରଖ୍ୟାତ ଓଲିଉଡ଼ ଗାୟିକା ତପୁ ମିଶ୍ରଙ୍କୁ ବି ନେଇଗଲା କରୋନା । କରୋନାରେ ଆକ୍ରାନ୍ତ ହୋଇ ଗତ କିଛି ଦିନ ଧରି ସେ ଭୁବନେଶ୍ବରର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ। ତାଙ୍କ ଅବସ୍ଥା ସଂଙ୍କଟାପନ୍ନ ହୋଇଯାଇଥିଲା। ଏପରିକି ତାଙ୍କୁ ଇକମୋ ଚିକିତ୍ସା ପାଇଁ ରାଜ୍ୟବାହାରକୁ ନେବା ଲାଗି ମଧ୍ୟ ଚିନ୍ତା କରାଯାଉଥିଲା। ଭେଣ୍ଟିଲେଟର ସପୋର୍ଟରେ ଥିବା ତପୁ ମିଶ୍ର ସେ ଶେଷ ନିଶ୍ବାସ ତ୍ୟାଗ କରିଛନ୍ତି। କିଛି ଦିନ ତଳେ ତପୁ ମିଶ୍ରଙ୍କର ବାପାଙ୍କର ମଧ୍ୟ…

Read More