ଗୋଟିଏ ଗୋଡ଼ ନାହିଁ , ସୀମା କିନ୍ତୁ ଡେଇଁ ଡେଇଁ ଯାଏ ସ୍କୁଲ

10 ବର୍ଷର ଝିଅ ସୀମା । ଏବେ ସାରା ଇଣ୍ଟରନେଟରେ ତାହାରି ଚର୍ଚ୍ଚା। କାହିଁକି ସୀମା ବିଷୟରେ ଚର୍ଚ୍ଚା ତାହା ସୀମାର ଭିଡିଓ ଦେଖିଲେ ଜାଣିପାରିବେ। ହଁ ଆଜ୍ଞା ସୀମା ଗୋଟିଏ ଗୋଡ଼ରେ ଏମିତି ଡେଇଁ ଡେଇଁ ସ୍କୁଲ ଯ଼ାଏ। ବିହାରର ଜାମୁଇ ଜିଲ୍ଲାର ଏହି କୁନି ଝିଅଟି ଏବେ ନେଟିଜେନଙ୍କ ଦିଲ ଜିତିନେଇଛି । 2 ବର୍ଷ ତଳେ ଏକ ଦୁର୍ଘଟଣା ହୋଇଥିଲା । ଏଥିପାଇଁ ସୀମାର ଗୋଟିଏ ଗୋଡ଼ କାଟିବାକୁ ପଡ଼ିଥିଲା। Bihar: जमुई…

Read More