ଓଆରଏସ ଅତି ଅତ୍ୟାବଶ୍ୟକ ଘରେ ରଖିବା, ଜାଣନ୍ତୁ ଏହାର ଜନକଙ୍କ ବିଷୟରେ

 ଓଆରଏସ ସହିତ ଆପଣ ଅଳ୍ପ ବହୁତେ ପରିଚିତ । ସାମାନ୍ୟ ଝାଡ଼ବାନ୍ତି ଥକାପଣ ଲାଗିଲେ ଆପଣ ଘରେ ଏହାକୁ ରଖି ପିଇ ଦେଇଥାନ୍ତି। ଏହା ଏମିତି ଏକ ଦ୍ରବଣ ଯ଼ାହାକି ମଣିଷର ଜୀବନ ବଞ୍ଚାଇଥାଏ । ଏହି ଓଆରଏସ ଘରେ ଘରେ ପରିଚିତ ଆଉ ଲକ୍ଷ ଲକ୍ଷ ଜୀବନ ବଞ୍ଚାଇଥିବା ସାଧାରଣ ଦ୍ରବଣ ।ଜାଣିଛନ୍ତି କି ଓଆରଏସକୁ ବାହାର କରିଥିଲେ ଡକ୍ଟର ଦିଲ୍ଲୀପ ମହାଲନାବିସ । ଯ଼ାହାଙ୍କର ନିକଟରେ ଦେହାନ୍ତ ହୋଇଯ଼ାଇଛି।  କୁହାଯ଼ାଏ ମହାଲନାବିସଙ୍କ ଏହି ଆବିଷ୍କାର…

Read More