ଓମିକ୍ରନ ପେସଣ୍ଟ ନମ୍ବର 2 କେମିତି ସଂକ୍ରମିତ ହେଲେ?

ଭାରତରେ ଦୁଇ ଜଣ ଓମିକ୍ରନ ଆକ୍ରାନ୍ତ ଚିହ୍ନଟ ହେବା ପରେ ଅନେକଗୁଡିଏ ପ୍ରଶ୍ନ ଉଠିବାରେ ଲାଗିଛି। କର୍ଣ୍ଣାଟକରେ ଦୁଇ ଜଣ B.1.1.529 ଭୂତାଣୁରେ ଆକ୍ରାନ୍ତ ହୋଇଛନ୍ତି। ଜଣେ 66 ବର୍ଷିୟ ଏବଂ ଅନ୍ୟଜଣେ 46 ବର୍ଷିୟ। ପ୍ରଥମ ରୋଗୀ ଦକ୍ଷିଣ ଆଫ୍ରିକାରୁ ଭାରତକୁ ଆସିଥିଲେ। ତେବେ କୋଭିଡ ପ୍ରୋଟୋକଲ ଅନୁସାରେ ସେ ରିସ୍କ ଦେଶରୁ ଆସିଥିବାରୁ ତୁରନ୍ତର ତାଙ୍କର କୋଭିଡ ପରୀକ୍ଷା କରାଯ଼ାଇଥିଲା। ସେ କୋଭିଡ ପଜିଟିଭ ଆସିଥିଲେ। ତାଙ୍କୁ କ୍ବାରାଣ୍ଟାଇନରେ ରଖାଯିବା ସହିତ ତାଙ୍କର ଜିନମ…

Read More