![ଓଡ଼ିଶା ବାହାରେ ଓଡ଼ିଶାର ପରିଚୟ ବହନ କରୁଥିବା ଖାଦ୍ୟ](https://sheodisha.com/wp-content/uploads/2023/01/ODIA-FOOD-e1674063377393.jpg)
ଓଡ଼ିଶା ବାହାରେ ଓଡ଼ିଶାର ପରିଚୟ ବହନ କରୁଥିବା ଖାଦ୍ୟ
ଆପଣ ଯଦି ଓଡ଼ିଶା ବାହାରକୁ ଯାଇଥିବେ ତେବେ ଏମିତି କିଛି ଖାଦ୍ୟ ବଜାରରେ କିମ୍ବା ହୋଟେଲରେ କିମ୍ବା ସ୍ବିଟ ଷ୍ଟଲରେ ଦେଖିଥିବେ, ଯାହା ଆପଣଙ୍କର ଅତି ପରିଚିତ ଓ ଅତି ଚିହ୍ନା ହୋଇଥିବ । କୌତୁହଳ ବଶତଃ ଆପଣ ସେହି ମିଠା କିମ୍ବା ଖାଦ୍ୟ ବିଷୟରେ ପଚାରିଥିବେ କିନ୍ତୁ ଦୋକାନି କହିପାରିନଥିବ ଯେ ସେହି ମିଠା ଓଡ଼ିଶାର ଲୋକପ୍ରିୟ ମିଠା ବୋଲି। ଏହା ଏମିତି ହୋଇଛି କାରଣ ଆମର ମିଠା ତ ଖୁବ ସୁସ୍ବାଦୁ ଏବଂ ଅନ୍ୟସ୍ଥାନରେ…