 
        
            Watch- ଦେଖନ୍ତୁ କେମିତି ମହିଳାଙ୍କ ପାଖରେ ପହଞ୍ଚିଲେ ଉଦ୍ଧାରକାରୀ, କିନ୍ତୁ…
ତାମିଲନାଡୁ ସାଲେମର ଏକ ଘଟଣାର ଛାତିଥରା ଭିଜୁଆଲ ଏବେ ନେଟରେ ଖୁବ ଭାଇରାଲ ହେବାରେ ଲାଗିଛି। ଭିଜୁଆଲଟି ଏତେ ରୋମାଞ୍ଚକର ଯେ ଆପଣ କିଛି ସମୟ ପାଇଁ ହତବାକ ହୋଇଯିବେ। ତେବେ ଏହି ଭିଜୁଆଲ ମୋବାଇଲରୁ ମୋବାଇଲ ଡେଇଁ ଆପଣଙ୍କ ପାଖକୁ ଆସିବା ପୂର୍ବରୁ ଆମେ ଆପଣଙ୍କ ନିକଟକୁ ଆଣିଛୁ। ଭିଜୁଆଲଟିକୁ ଦେଖିବା ପୂର୍ବରୁ ଏହା ସଂପର୍କରେ ଆମେ ସମ୍ୟକ ସୂଚନା ଦେଇଦେଉଛୁ। ତାମିଲନାଡୁର ସାଲେମ ଅଞ୍ଚଳର, ଆଣାଇବାରି ପ୍ରପାତରେ ପାଣି ସ୍ରୋତ ହଠାତ ବଢ଼ିବାରେ ଲାଗିଥିଲା।…

 
                         
                         
                         
                         
                        