ଚିତ୍ରୋତ୍ପଳା ପାଇଁ ଅଣ୍ଟା ଭିଡ଼ିଲେ ନଦୀକୂଳ ବାସିନ୍ଦା: ଲକ୍ଷେ ଗଛ ଲଗେଇବେ

ଚିତ୍ରୋତ୍ପଳା , ପୁରାଣ ବର୍ଣ୍ଣିତ ଏହି ନଦୀଟି ଏବେ ତାର ସତ୍ତା ହରାଇବାକୁ ବସାଇବାକୁ ବସିଲାଣି… ଦିନେ ଚିରସ୍ରୋତା ଥିବା ଚିତ୍ରୋତ୍ପଳା ଏବେ ଛିନ୍ନସ୍ରୋତା ହେଲାଣି … ନଦୀ ଶଜ୍ୟା ବାଲୁକାମୟ ହୋଇଗଲାଣି କେବଳ ଚତୁର୍ମାସିଆକୁ ଛାଡ଼ିଦେଲେ ବାକି ସମୟରେ ନଦୀ ଶୁଖିଲା … ବେଶୀ ଦିନ ନୁହେଁ ପାକଲାବାଳା ବୟସ୍କମାନେ କୁହନ୍ତି ସେମାନଙ୍କ ଛୋଟ ବେଳେ ନଦୀ ପହଁରିବା ବଡ଼ କଷ୍ଟ ହେଉଥିଲା ହେଲେ ଏବେ ନଦୀ ଏପଟରୁ ସେପଟକୁ ଟେକା ଟି ପକେଇ ହେବ…

Read More