ଉପବାସର ଉପକାରିତା ଜାଣିବା ଜରୁରୀ

ଭଲ ସୁସ୍ବାଦୁ ଓ ସୁଷମ ଖାଦ୍ୟ ଖାଇବା ଦ୍ବାରା ଶରୀର ଉପଯ଼ୁକ୍ତ ଶକ୍ତି ପାଇଥାଏ ଏବଂ ଏହା ଶରୀର ଗଠନରେ ସାହାଯ଼୍ୟ କରିଥାଏ। ତେଣୁ ସବୁ ବେଳେ ଭଲ ଖାଦ୍ୟ ପାଇଁ ସମସ୍ତେ ପରାମର୍ଶ ଦେଇଥାନ୍ତି। ତେବେ ଅନେକ ସମୟରେ ଉପବାସକୁ ମଧ୍ୟ ପ୍ରୋତ୍ସାହନ ଦିଆଯ଼ାଇଥାଏ। କାରଣ ଉପବାସର ରହିଥାଏ ସ୍ବାସ୍ଥ୍ୟ ଉପରେ ଅନେକ ସକାରାତ୍ମକ ପ୍ରଭାବ। ସେଥିପାଇଁ ପ୍ରତ୍ୟେକ ଧର୍ମରେ ଉପବାସର ଏକ ସ୍ବତନ୍ତ୍ର ଗୁରୁତ୍ବ ରହିଛି । ଉପବାସ ରହିବା ଅର୍ଥ ନୁହେଁ ଖାଦ୍ୟାଭାବ,…

Read More