![ଓଡ଼ିଆ ସର୍ଟ ଫିଲ୍ମ ଲାଫିଙ୍ଗ ବୁଦ୍ଧରେ ରହିଛି ସୁଖର ସନ୍ଧାନ](https://sheodisha.com/wp-content/uploads/2021/08/Laughing-Buddha-Odia-Short-film-by-She-Odisha-copy.jpg)
ଓଡ଼ିଆ ସର୍ଟ ଫିଲ୍ମ ଲାଫିଙ୍ଗ ବୁଦ୍ଧରେ ରହିଛି ସୁଖର ସନ୍ଧାନ
sheodisha.com ଆପଣମାନଙ୍କ ପାଇଁ ଆଣୁଛି ଏକ କ୍ଷୁଦ୍ର ଚଳଚ୍ଚିତ୍ର ଲାଫିଙ୍ଗ ବୁଦ୍ଧ (Laughing Buddha)। ଲାଫିଙ୍ଗ ବୁଦ୍ଧ କ୍ଷୁଦ୍ର ଚଳଚ୍ଚିତ୍ରରେ ରହିଛି ଏକାଧିକ ମେସେଜ। ବର୍ତ୍ତମାନ ସମାଜର ଘଟଣାବଳୀ ମଧ୍ୟରୁ ଏଥିରେ ରହିଛି ଏମିତି ଏକ ଘଟଣା, ଯ଼ାହାକି ଆପଣ ଦେଖୁଛନ୍ତି,ଜାଣୁଛନ୍ତି କିନ୍ତୁ ନଜର ଆନ୍ଦାଜ କରିଦିଅନ୍ତି । ଖୁସିର ସନ୍ଧାନରେ ମଣିଷ କେମିତି ବାଟବଣା ହୋଇଯ଼ାଏ ଏବଂ ପୁଣି ଲାଫିଙ୍ଗବୁଦ୍ଧ ନିକଟରେ ଖୁସିର ସତ୍ତା ତାକୁ ମିଳିଛି, ଏମିତି କିଛି ନିଆରା କାହାଣୀକୁ ନେଇ ଏହି…