ଜାଣନ୍ତୁ ଓମିକ୍ରନର ଲକ୍ଷଣ କଣ ?

ଦକ୍ଷିଣ ଆଫ୍ରିକାରେ ନୂଆ କରୋନା ଭ୍ୟାରିଆଣ୍ଟ ଚିହ୍ନଟ ହେବା ପରଠାରୁ ସାରା ବିଶ୍ବ ଯେମିତି ପୁଣି କଟକଣା ମୁହାଁ ହେବାରେ ଲାଗିଛି । ଭାରତ ସମେତ ବିଭିନ୍ନ ଦେଶ ବିମାନ କଟକଣା ଆରମ୍ଭ କରିଦେଲେଣି। ଭାରତ ବିଦେଶରୁ ଆସୁଥିବା ଯାତ୍ରୀଙ୍କର ଯାଞ୍ଚ ପ୍ରକ୍ରିୟାକୁ ଆହୁରି କଟକଣା କରିବା ଲାଗି ଘୋଷଣା କରିଛି। ଏଣିକି ବିଦେଶରୁ ଆସୁଥିବା ଯ଼ାତ୍ରୀମାନେ ସେମାନଙ୍କର ଆଗୁଆ ସୂଚନା ଦେବେ। ଏପରିକି ୟୁରୋପୀୟ ଦେଶ ସମେତ ଦକ୍ଷିଣ ଆଫ୍ରିକା ଓ ଅନ୍ୟ 10ଟି ଦେଶରୁ…

Read More

ଚୀନକୁ ଡରି ନାଁ ହେଲା ଓମିକ୍ରନ !

  ସାରା ବିଶ୍ବରେ ଏବେ ଗୋଟିଏ ଶବ୍ଦକୁ ନେଇ ଚାଲିଛି ଚର୍ଚ୍ଚା। ଓମିକ୍ରନ। ଓମିକ୍ରନ ଏବେ ଭୟର ଏକ ପ୍ରତିଶବ୍ଦ ବି ହୋଇଯାଇଛି। ଓମିକ୍ରନ ହେଉଛି ଦକ୍ଷିଣ ଆଫ୍ରିକାରେ ପ୍ରଥମ ଥର ପାଇଁ ଚିହ୍ନଟ ହୋଇଥିବା କରୋନା ଭୂତାଣୁର ନୂଆ ନାଁ। ପ୍ରଥମେ ଏହାକୁ B.1.1.529 ଭାବେ ଚିହ୍ନଟ କରାଯାଇଥିଲା। ତେବେ ବିଶ୍ବ ସ୍ବାସ୍ଥ୍ୟ ସଂଗଠନ ଏହାର ସଂକ୍ରାମକ କ୍ଷମତାକୁ ଉପଲବ୍ଧି କରି ଏହାକୁ ଭ୍ୟାରିଆଣ୍ଟ ଅଫ କନସର୍ଣ୍ଣ ଘୋଷଣା କରିବା ସହିତ ଏହାର ନାଁ ଦେଇଛି ଓମିକ୍ରନ।…

Read More