ରୀନା ଭୂୟାଁଙ୍କ କାହାଣୀ ବି ଏକ ଉଦାହରଣ

ସକାଳ ହେଲେ ସୂର୍ଯ୍ୟ ଉଦୟ ହେଉ ହେଉ ରୀନା ଭୂୟାଁ ତାଙ୍କ ସାଇକେଲ ଧରି ବାହାରି ପଡ଼ନ୍ତି । ପୋଲିଓରେ ଗୋଡ଼ ବଙ୍କା ଏହା ସତ୍ତ୍ବେ ବି ସେ ପ୍ରତିଦିନ 30 କିଲୋମିଟର ସାଇକଲିଂ କରି ଘରକୁ ଫେରନ୍ତି। ତେବେ ଏହି 30 କିଲୋମିଟର ସାଇକଲିଂ ପଛରେ ତାଙ୍କର ରହିଥିଲା ମଜବୁରି । କି କୁହୁଡ଼ି କି ବର୍ଷା ତାଙ୍କୁ ଘରୁ ବାହାରିବାକୁ ପଡୁଥିଲା ଏବଂ ନିର୍ଦ୍ଧାରିତ ସମୟ ଭିତରେ 30 କିଲୋମିଟର ସାଇକେଲରେସାରିବାକୁ ପଡୁଥିଲା। ଘରେ…

Read More