ଚିତ୍ରୋତ୍ପଳା ପାଇଁ ଅଣ୍ଟା ଭିଡ଼ିଲେ ନଦୀକୂଳ ବାସିନ୍ଦା: ଲକ୍ଷେ ଗଛ ଲଗେଇବେ

ଚିତ୍ରୋତ୍ପଳା , ପୁରାଣ ବର୍ଣ୍ଣିତ ଏହି ନଦୀଟି ଏବେ ତାର ସତ୍ତା ହରାଇବାକୁ ବସାଇବାକୁ ବସିଲାଣି… ଦିନେ ଚିରସ୍ରୋତା ଥିବା ଚିତ୍ରୋତ୍ପଳା ଏବେ ଛିନ୍ନସ୍ରୋତା ହେଲାଣି … ନଦୀ ଶଜ୍ୟା ବାଲୁକାମୟ ହୋଇଗଲାଣି କେବଳ ଚତୁର୍ମାସିଆକୁ ଛାଡ଼ିଦେଲେ ବାକି ସମୟରେ ନଦୀ ଶୁଖିଲା … ବେଶୀ ଦିନ ନୁହେଁ ପାକଲାବାଳା ବୟସ୍କମାନେ କୁହନ୍ତି ସେମାନଙ୍କ ଛୋଟ ବେଳେ ନଦୀ ପହଁରିବା ବଡ଼ କଷ୍ଟ ହେଉଥିଲା ହେଲେ ଏବେ ନଦୀ ଏପଟରୁ ସେପଟକୁ ଟେକା ଟି ପକେଇ ହେବ…

Read More

ଏବେ ଦୋଷ କାହାକୁ ଦିଆଯ଼ିବ ଓ ସମାଧାନ କଣ ?

ଏବେ ରାଜଧାନୀ ଉଠୁଛି ପଡୁଛି । ହାଟବଜାର ଟିଭି ସୋସିଆଲ ମିଡିଆ ଯ଼ୋଉଠି ଦେଖିବ ଏବେ ସେହି ଚର୍ଚ୍ଚା। ବାହପର ଦିନ ବରକୁ ଛାଡ଼ ପଳେଇଲେ ଜଣେ ଯ଼ୁବତୀ।  ଖାଲି ଛାଡ଼ିକି ଯ଼ାଇନାହାନ୍ତି ମାଡ଼ ମାରିକି ଯ଼ାଇଛନ୍ତି, ଟଙ୍କା ସୁନା ନେଇ ପଳେଇଛନ୍ତି।  ଏବେ ବାଧ୍ୟ ହୋଇ ବର ଭୁବନେଶ୍ବର ଭରତପୁର ଥାନାର ଦ୍ବାରସ୍ଥ ହୋଇଛନ୍ତି। କଥା ଅଧିକ ଲେଖିବାର ନାହିଁ। କାରଣ ଏବିଷୟରେ ଆପଣ ଅଳ୍ପ ବହୁତେ ଜାଣି ସାରିବେଣି। କିନ୍ତୁ ଏଠାରେ କଥା ଆପଣଙ୍କ…

Read More