![ଶାଢ଼ୀ ଫେସନ ବିଦ୍ୟା ବିଦ୍ୟା ବାଲାନଙ୍କୁ ଜଣା-ଜାଣନ୍ତୁ ଦାମ୍](https://sheodisha.com/wp-content/uploads/2021/06/vidya-balan.png)
ଶାଢ଼ୀ ଫେସନ ବିଦ୍ୟା ବିଦ୍ୟା ବାଲାନଙ୍କୁ ଜଣା-ଜାଣନ୍ତୁ ଦାମ୍
ଶାଢ଼ୀକୁ ନେଇ ନାନା ଏକ୍ସପେରିମେଣ୍ଟ କରିବାର ବିଦ୍ୟା ବିଦ୍ୟା ବାଲାନଙ୍କୁ ହିଁ ଜଣା। ଏବେ ପୁଣି ଥରେ ସେ ଏକ ଶାଢ଼ୀ ଲୁକ୍ ରେ ପୋଷ୍ଟ ସେୟାର କରିଛନ୍ତି । ଖାଲି ସେତିକି ନୁହେଁ ସେ ଇକତ ପ୍ରିଣ୍ଟକୁ କେତେ ଭଲ ପାଆନ୍ତି ଏବଂ ଏହି ପ୍ରିଣ୍ଟର ଶାଢୀ ମହିଳାମାନଙ୍କୁ କେମିତି ନୂଆ ଲୁକ୍ ଦିଏ ତାହା ଜଣାଇଛନ୍ତି। ଇନଷ୍ଟାଗ୍ରାମରେ ପୋଷ୍ଟ ସେୟାର କରିଛନ୍ତି ଯେଉଁଥିରେ ବିଦ୍ୟା ବାଲାନ ଶାଢ଼ୀ ପୋଜରେ ଠିଆ ହୋଇଛନ୍ତି। ଏହି ଶାଢ଼ୀର…