ଶାଢ଼ୀ ଫେସନ ବିଦ୍ୟା ବିଦ୍ୟା ବାଲାନଙ୍କୁ ଜଣା-ଜାଣନ୍ତୁ ଦାମ୍

ଶାଢ଼ୀକୁ ନେଇ ନାନା ଏକ୍ସପେରିମେଣ୍ଟ କରିବାର ବିଦ୍ୟା ବିଦ୍ୟା ବାଲାନଙ୍କୁ ହିଁ ଜଣା। ଏବେ ପୁଣି ଥରେ ସେ ଏକ ଶାଢ଼ୀ ଲୁକ୍ ରେ ପୋଷ୍ଟ ସେୟାର କରିଛନ୍ତି ।  ଖାଲି ସେତିକି ନୁହେଁ ସେ ଇକତ ପ୍ରିଣ୍ଟକୁ କେତେ ଭଲ ପାଆନ୍ତି ଏବଂ ଏହି ପ୍ରିଣ୍ଟର ଶାଢୀ ମହିଳାମାନଙ୍କୁ କେମିତି ନୂଆ ଲୁକ୍ ଦିଏ ତାହା ଜଣାଇଛନ୍ତି। ଇନଷ୍ଟାଗ୍ରାମରେ ପୋଷ୍ଟ ସେୟାର କରିଛନ୍ତି ଯେଉଁଥିରେ ବିଦ୍ୟା ବାଲାନ ଶାଢ଼ୀ ପୋଜରେ ଠିଆ ହୋଇଛନ୍ତି।

ଏହି ଶାଢ଼ୀର ଦାମ 44 ହଜାର ଟଙ୍କା। ଉଜବେକିସ୍ତାନର ଇକତ ପ୍ରିଣ୍ଟ ଶାଢ଼ୀ ପିନ୍ଧି ନଜର ଆସିଛନ୍ତି ବିଦ୍ୟା। ନିଜର ଫିଲ୍ମ ଶେରନିର ପ୍ରମୋଶନ ପାଇଁ ଏହି ନୂଆ ପ୍ରମୋଶନ କରିଛନ୍ତି। ଯ଼େଉଁଥିରେ ଶାଢ଼ୀର ପ୍ରମୋଶନ ହେବ ତାଙ୍କର ବି ପ୍ରମୋଶନ ହେବ ଆଉ ଲୋକେ ବି ଫିଲ୍ମ ବାବଦରେ କିଛି ଇଣ୍ଟ୍ରେଷ୍ଟ ନେବେ। କଳା ଓ ଧଳାର ପ୍ରିଣ୍ଟର ଏହି ଶାଢ଼ୀରେ ରହିଛି ମେରୁନ ବର୍ଡର । ସାଫିନା ସିଲ୍କ ଭାବେ ଜଣାଯ଼ାଉଥିବା ଏହି ଶାଢ଼ୀର ଦାମ 44 ହଜାର ଟଙ୍କା। ଡିଜାଇନର ରାଜଦୀପ ରଣାବତ ଏହାର ଡିଜାଇନ କରିଛନ୍ତି । ଯ଼ଦି ଏହି ଲେଖା ଆପଣଙ୍କୁ ପସନ୍ଦ ଆସିଲା ତେବେ ସେୟାର କରନ୍ତୁ କିମ୍ବା ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *