Lal Mirch Powder

ଭେଜାଲ ଲାଲ ମିର୍ଚ୍ଚି ପାଉଡରରେ ମିଶୁଛି କଣ? କାହିଁକି ଏହା ସ୍ବାସ୍ଥ୍ୟ ପାଇଁ ବିପଦ ଜାଣନ୍ତୁ

ଭାରତୀୟ ଖାଦ୍ୟ ସୁରକ୍ଷା ଏବଂ ମାନକ ପ୍ରାଧିକରଣ (FSSAI) ଯୋଗ ଗୁରୁ ବାବା ରାମଦେବଙ୍କ କମ୍ପାନୀ ପତଞ୍ଜଳି ଫୁଡ୍ସ ବିରୋଧରେ ଏକ ବଡ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିବା ଜଣାଯାଇଛି । ସୂଚନା ଅନୁସାରେ ଏଫ୍. ଏସ୍. ଏସ୍. ଏ. ଆଇ. ପତଞ୍ଜଳୀକୁ ଏକ ସମ୍ପୂର୍ଣ୍ଣ ବ୍ୟାଚ୍ ଲାଲ ଲଙ୍କା ପାଉଡର ପ୍ରତ୍ୟାହାର କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ସୂଚନା ଅନୁସାରେ ପତଞ୍ଜଳି ବଜାରରୁ 4 ଲକ୍ଷ ଟନ୍ ଲାଲ ଲଙ୍କା ପାଉଡର (200 ଗ୍ରାମ୍ ପ୍ୟାକେଟ) ପ୍ରତ୍ୟାହାର କରିବାକୁ…

Read More

କେମିତି ଜାଣିବେ ଆପଣ ପିଉଥିବା ଚା ଅସଲି ନା ନକଲି ?

ନିକଟରେ ଉତ୍ତରପ୍ରଦେଶର ଲକ୍ଷ୍ନୌ ଖାଦ୍ୟ ସୁରକ୍ଷା ଏବଂ ଔଷଧ ପ୍ରଶାସନ (ଏଫ୍ଏସ୍ ଡିଏ) ଏବଂ ଉତ୍ତରପ୍ରଦେଶ ଏସ୍. ଟି. ଏଫ୍. ନକଲି ଚା ପ୍ରସ୍ତୁତ କରୁଥିବା ଏକ କାରଖାନାର ପର୍ଦ୍ଦାଫାସ କରିଛନ୍ତି। ଏହି କାରଖାନାରୁ 11 ହଜାର କିଲୋଗ୍ରାମ ନକଲି ଚା ପତି, ସିନ୍ଥେଟିକ୍ ରଙ୍ଗ ଏବଂ ବାଲି ଉଦ୍ଧାର କରାଯାଇଛି। ଏ ଜବତ ସାମଗ୍ରୀର ମୂଲ୍ୟ ପାଖାପାଖି 13 ଲକ୍ଷ ଟଙ୍କା ହେବ। ଓଡ଼ିଶାରେ ମଧ୍ୟ ଏକାଧିକ ବାର ନକଲି ଚାପତି ପ୍ରସ୍ତୁତି କାରଖାନା ଉପରେ…

Read More
Monalisa

କିଏ ସେ ନୀଳ ନୟନା, ଯାହାଙ୍କ ପାଇଁ ନେଟିଜେନ ଦିୱାନା

ତାରକା ସଦୃଶ ଆଖି ଥିବା ଜଣେ ସୁନ୍ଦରୀ ମହିଳା ସୋସିଆଲ ମିଡିଆର ନୂଆ ସେନସେସନ ହୋଇଛି । ସେ କୌଣସି ହଲିଉଡ଼ କିମ୍ବା ବଲିଉଡ ବ୍ୟୁଟି ନୁହନ୍ତି କିନ୍ତୁ ଏବେ ନେଟିଜେନ ସେହି ସୁନ୍ଦରୀଙ୍କ ପ୍ରଶଂସାରେ ଶତମୁଖ ହୋଇଛନ୍ତି । ଏହି ଡସ୍କି ବ୍ୟୁଟି ଏବେ ରାତାରାତି ସୋସିଆଲ ମିଡିଆ କ୍ବିନ ହୋଇଯାଇଛନ୍ତି। ଏହି ଯୁବତୀ ହେଉଛନ୍ତି ମୋନାଲିସ ଭୋନସଲେ। ମୋନାଲିସାଙ୍କୁ କୁମ୍ଭ ମେଳାରେ ଠାବ କରାଯିବା ପରେ ତାଙ୍କ ସୌନ୍ଦର୍ଯ୍ୟର ଅନେକ ଦିୱାନା ହୋଇଯାଇଛନ୍ତି ।…

Read More