Admin

ଆମ ଗାଁର ମଉଡ଼ ମଣି : ଶିବାନୀ ଦିଦି, ଦୁନିଆ କରୁଛି ସାଲ୍ୟୁଟ

କେନ୍ଦ୍ରାପଡ଼ା ଅନ୍ତର୍ଗତ ରାଜନଗର ଅଞ୍ଚଳର ଆଶା ଦିଦି ଶିବାନୀ ମଣ୍ଡଳଙ୍କୁ ନେଇ ଖାଲି ରାଜ୍ୟ କାହିଁକି ଜାତୀୟ ଗଣ ମାଧ୍ୟରେ ବି ଚର୍ଚ୍ଚା । ଜଣେ ପାରାଲିସିସ ବୃଦ୍ଧାଙ୍କୁ ବାତ୍ୟା ସମୟରେ ଦେଢ଼ କିଲୋମିଟର ପର୍ଯ୍ୟନ୍ତ କାନ୍ଧରେ ବୋହି ଆଶ୍ରୟସ୍ଥଳକୁ ନେଇ ଯାଇଥିଲେ ଶିବାନୀ। ବାତ୍ୟା ସମୟରେ ଲୋକଙ୍କ ଜୀବନ ବଞ୍ଚାଇବା ପାଇଁ ତାଙ୍କର ଉତ୍ସର୍ଗୀକୃତ କାର୍ଯ୍ୟକୁ ଚାରିଆଡ଼େ ପ୍ରଶଂସା କରାଯାଉଛି। ଶିବାନୀଙ୍କର ଏହି କାର୍ଯ୍ୟର ଭିଡିଓ ଯେତେବେଳେ ସୋସିଆଲ ମିଡିଆ ଏବଂ ଟିଭିରେ ପ୍ରସାରିତ ହୋଇଥିଲା…

Read More

ଫ୍ଲୋରେନସ ନାଇଣ୍ଟିଆଙ୍ଗଲ ପୁରସ୍କାର ପାଇଲେ ମାଲକାନଗିରିର ସଂଯୁକ୍ତା ସେଠୀ

ସ୍ବାସ୍ଥ୍ୟସେବା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ମାଲକାନଗିରିର ସଂଯୁକ୍ତା ସେଠୀଙ୍କୁ ମିଳିଛି ଜାତୀୟ ଫ୍ଲୋରେନ୍ସ ନାଇଟେଙ୍ଗଲ ପୁରସ୍କାର। ନୂଆଦିଲ୍ଲୀରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ତାଙ୍କୁ ସମ୍ମାନିତ କରିଛନ୍ତି। ସଂଯୁକ୍ତା ସେଠୀ ମାଲକାନଗିରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ନର୍ସିଂ ଅଫିସର ତଥା ଓଟି-ଇନ୍ ଚାର୍ଜ ସିଷ୍ଟର ଭାବେ କାର୍ଯ୍ୟ କରୁଛନ୍ତି। ଏଥି ସହିତ ଜିଲ୍ଲା କ୍ୱାଲିଟି ଆସ୍ୟୁରାନ୍ସ ଟିମ ସଦସ୍ୟା ସହ ବାୟୋ ମେଡିକାଲ୍ ୱେଷ୍ଟ ସୁପରଭାଇଜର ମଧ୍ୟ ଅଛନ୍ତି। ଶ୍ରୀମତୀ ସେଠୀ ହେଉଛନ୍ତି ସମାଜସେବୀ ଉମାକାନ୍ତ ସାହୁଙ୍କ…

Read More

ସେପ୍ଟେମ୍ବର 17ରେ ସୁଭଦ୍ରା ଟଙ୍କା, ଜାଣନ୍ତୁ କେମିତି ଆବେଦନ କରିବେ

ପ୍ରଧାନମନ୍ତ୍ରୀ  ନରେନ୍ଦ୍ର ମୋଦି ସେପ୍ଟେମ୍ବର ୧୭ ତାରିଖରେ ସୁଭଦ୍ରା ଯୋଜନା ଶୁଭାରମ୍ଭ କରିବାର କାର୍ଯ୍ୟକ୍ରମ ରହିଛି। ଯୋଜନାର ବିସ୍ତୃତ ମାର୍ଗଦର୍ଶିକା ଖୁବ୍ ଶୀଘ୍ର ଜିଲ୍ଲାପାଳମାନଙ୍କୁ ପଠାଯିବ। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ସୁଭଦ୍ରା ଯୋଜନାର SOP ସମ୍ପର୍କରେ ବିଧାନ ସଭାରେ ସୂଚନା ଦେବା ପରେ ଉନ୍ନୟନ କମିଶନର ଅନୁ ଗର୍ଗ ଯୋଜନାର ସମୀକ୍ଷା କରିଛନ୍ତି. ସୁଭଦ୍ରା ଯୋଜନାର କାର୍ଯ୍ୟାନ୍ୱୟନ ସଂପର୍କରେ ଆଜି ଅପରାହ୍ନରେ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଉନ୍ନୟନ କମିଶନର ଶ୍ରୀମତୀ ଅନୁ ଗର୍ଗଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ…

Read More

ସରଳା ଦେବୀଙ୍କ ବିଷୟରେ ଜାଣିଛନ୍ତି କି?

• ବିଂଶ ଶତାବ୍ଦୀର ଆଦ୍ୟ କାଳଖଣ୍ଡରେ ଓଡ଼ିଶାର ସାମାଜିକ, ରାଜନୈତିକ ଓ ସାଂସ୍କୃତିକ ଆକାଶରେ ସରଳା ଦେବୀ ଏକ ଉଜ୍ଜଳ ନକ୍ଷତ୍ର । ଏହି ଅସାଧାରଣ ଧୀସଂପନ୍ନ ପ୍ରତିଭାମୟୀ ନାରୀଙ୍କ ଜନ୍ମ ୧୯୦୪, ଅଗଷ୍ଟ ୧୯ ତାରିଖରେ ଜଗତସିଂହପୁର ଜିଲ୍ଲା ବାଲିକୁଦା ଥାନା ଅନ୍ତର୍ଗତ କରିଲୋ ଗ୍ରାମର ଏକ ଆଭିଜାତ୍ୟ ପରିବାରରେ । ସରଳାଙ୍କର ଶିକ୍ଷା ପ୍ରତି ପ୍ରବଳ ଆଗ୍ରହ ଦେଖି ତାଙ୍କ ପିତା ବାଳମୁକୁନ୍ଦ ଘରେ ଜଣେ ଖ୍ରୀଷ୍ଟିଆନ୍ ଗୁରୁମା’ଙ୍କୁ ନିଯୁକ୍ତ କରିଥିଲେ | ସରଳା…

Read More

ଭିଟାମିନ ଡି ବୃଦ୍ଧାବସ୍ଥା ରୋକିଥାଏ କିନ୍ତୁ ଭାରତରେ 76% ପାଖରେ ଅଭାବ

ଭିଟାମିନ ଡି ଏମିତି ଏକ ଭିଟାମିନ ଯାହାକୁ ଆମ ଶରୀର ନିଜେ ମଧ୍ୟ ତିଆରି କରିପାରିବ, ଏଥିପାଇଁ କେବଳ ଆବଶ୍ୟକ ସୂର୍ଯ୍ୟାଲୋକର। ଯେମିତି ସୂର୍ଯ୍ୟାଲୋକର ଉପସ୍ଥିତିରେ ଉଦ୍ଭିଦମାନେ ଖାଦ୍ୟ ପ୍ରସ୍ତୁତ କରିଥାନ୍ତି, ସେମିତି ଆମ ଶରୀର ନିଜର ଆବଶ୍ୟକତା ଅନୁସାରେ ଭିଟାମିନ ଡି ପ୍ରସ୍ତୁତ କରିଥାଏ। ତେବେ ଆଶ୍ଚର୍ଯ୍ୟର କଥା ହେଲା ସୂର୍ଯ୍ୟାଲୋକ ସମସ୍ତଙ୍କ ପାଇଁ ପର୍ଯ୍ୟାପ୍ତ ପରିମାଣରେ ଉପଲବ୍ଧ ହେଉଥିଲେ ମଧ୍ୟ ବିଶ୍ବର ଅଧା ଲୋକ ଭିଟାମିନ ଡି ଅଭାବର ଶିକାର ହୋଇଥାନ୍ତି। ଆମ ଦେଶରେ…

Read More

ପିରିୟଡ ଛୁଟି, ପ୍ରିୟଦର୍ଶିନୀଙ୍କ ପ୍ରେରଣା, ପ୍ରଭାତୀଙ୍କ ପଦକ୍ଷେପ

୭୮ତମ ସ୍ବାଧୀନତା ଦିବସ ଅବସରରେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା ମହିଳାମାନଙ୍କ ପାଇଁ ବଡ ଘୋଷଣା କରିଛନ୍ତି। ଉପମୁଖ୍ୟମନ୍ତ୍ରୀ କହିଛନ୍ତି, ଋତୁସ୍ରାବ ପାଇଁ ସରକାରୀ ଓ ବେସକାରୀ ମହିଳା କର୍ମଚାରୀଙ୍କୁ ମିଳିବ ଛୁଟି। ସମଗ୍ର ରାଜ୍ୟରେ ଏହି ନିୟମ ଲାଗୁ ହେବ ବୋଲି ସେ କହିଛନ୍ତି।ଉପମୁଖ୍ୟମନ୍ତ୍ରୀଙ୍କ ଘୋଷଣା ଅନୁଯାୟୀ, ଋତୁସ୍ରାବ ପାଇଁ କର୍ମଜୀବୀ ମହିଳାଙ୍କୁ ଦିନେ ଛୁଟି ମିଳିବ। ସରକାରୀ ଓ ଘରୋଇ ମହିଳା କର୍ମଚାରୀ ଦିନକ ପାଇଁ ଛୁଟି ନେଇପାରିବେ। ଋତୁସ୍ରାବ ଦିନ କିମ୍ବା ଦ୍ୱିତୀୟ ଦିନ…

Read More

ମହିଳା ସୁରକ୍ଷା ବିଷୟରେ ଛୋଟ କଥା..

ମହିଳା ସୁରକ୍ଷା ଏକ ଅତ୍ୟନ୍ତ ଗୁରୁତ୍ବପୂର୍ଣ୍ଣ ବିଷୟ। ଆମ ଦେଶର ସମାଜରେ ମହିଳାମାନଙ୍କ ପ୍ରତି ଅନେକ ଅନ୍ୟାୟ, ଉତ୍ପୀଡନ ଓ ଅପମାନ ହେଉଛି, ଯାହା ବିରୁଦ୍ଧରେ ସଠିକ ଭାବରେ ପଦକ୍ଷେପ ନିଆଯାଇବା ଆବଶ୍ୟକ। ଏହାରେ ମହିଳାମାନଙ୍କୁ ସୁରକ୍ଷା ଓ ସମ୍ମାନ ଦେବା ପାଇଁ ଆଇନ ଓ ବ୍ୟବସ୍ଥା ବିକଶିତ କରିବା ଏବଂ ସମାଜର ସଚେତନତା ଆବଶ୍ୟକ। ଅନେକ ମହିଳା ତାଙ୍କର ଦୈନନ୍ଦିନ ଜୀବନରେ ସୁରକ୍ଷା ବା ନିରାପତ୍ତାର ଅଭାବ ଭାବୁଛନ୍ତି। ସମ୍ପୃକ୍ତ ଥିବା ଅନେକ ରାତ୍ରୀରେ ନିଜ…

Read More

କେରଳରେ ପତାକା ଉତ୍ତୋଳନ କଲା ଚଢ଼େଇ !

ଏକ ଭାଇରାଲ ଭିଡିଓ ଏବେ ସାରା ଦେଶରେ ହଇଚଇ ସୃଷ୍ଟି କରିଛି। ଭିଜୁଆଲଟି ଏମିତି ଯେ ଆପଣ ବି ଦେଖି ଆଶ୍ଚର୍ଯ୍ୟ ଚକିତ ହୋଇଯିବେ। ଭିଡିଓଟିକୁ ଶତାଧିକ ଲୋକ ସେୟାର କରିଥିବା ବେଳେ ଲକ୍ଷ ଲକ୍ଷ ଲୋକ ଦେଖିସାରିଲେଣି।  ତଳେ ଭିଡିଓ ଟି ସେୟାର କରିଥିବା ଜଣେ ନେଟିଜେନଙ୍କ ପୋଷ୍ଟ ଲିଙ୍କ ଦିଆଯାଇଛି। ତେବେ ତାହା ପୂର୍ବରୁ ଜାଣନ୍ତୁ କଣ ରହିଛି ଏହି ଭିଡିଓରେ। କେରଳର ଏକ ଅଜଣା ସ୍ଥାନରେ ପତାକା ଉତ୍ତୋଳନ କରାଯାଉଛି। ସ୍କୁଲ ପିଲାମାନେ…

Read More

109 ଫସଲର ଉନ୍ମୋଚନ କଲେ ପ୍ରଧାନମନ୍ତ୍ରୀ, ଜାଣନ୍ତୁ କଣ ଏହି ‘ପ୍ରଥମା’

୧୦୯ ଭେରାଇଟିର ୬୧ଟି ଶସ୍ୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଉନ୍ମୋଚନ କରିଛନ୍ତି । ଯାହା ମଧ୍ୟରେ ୩୪ ଟି ସାଧାରଣ ଫସଲ ଏବଂ ୨୭ଟି ଉଦ୍ୟାନ କୃଷି ଫସଲ ରହିଛି । ପ୍ରଧାନମନ୍ତ୍ରୀ ଏନେଇ କୃଷକ ଏବଂ ବୈଜ୍ଞାନିକଙ୍କ ସହ ଆଲୋଚନା କରିଛନ୍ତି । ଏହି କିସମର ବିହନ କୃଷକଙ୍କୁ କମ୍ ପରିଶ୍ରମରେ ଅଧିକ ଉତ୍ପାଦନ ଦେବା ସହିତ ପରିବେଶ ଉପରେ ମଧ୍ୟ ସକରାତ୍ମକ ପ୍ରଭାବ ପକାଇବ ବୋଲି ସୂଚନା ମିଳିଛି । 34 ସାଧାରଣ ଫସଲ…

Read More