ରାଜ୍ୟରେ ପୁଳାପୁଳା ନକଲି ମେଡସିନ, ରୋକାଯିବ କେମିତି
ଜର ହେଉଛି, ମୁଣ୍ଡ ବିନ୍ଧୁଛି, ମେଡିସିନ ଖାଇଲେ ଭଲ ହେଉନି। ତାପରେ ଆଉ ଏକ ମେଡିସିନ ବି ଖାଇବି ହେବନି, କାରଣ ଅତିକମରେ ଦ୍ବିତୀୟ ମେଡିସିନ ଡୋଜର ବ୍ୟବଧାନକୁ ଅପେକ୍ଷା କରିବାକୁ ପଡିବ। ଏଭଳି ଅବସ୍ଥାରେ ରୋଗ ଗୁରୁତର ମୋଡ ନେଇପାରେ କିମ୍ବା ଅସହ୍ୟ ଯନ୍ତ୍ରଣା ପାଇଁ ମଣିଷ ଜଟିଳ ସ୍ଥିତିର ସମ୍ମୁଖୀନ ହୋଇପାରେ। ଏସବୁ ପଛର କାରଣ ହେଉଛି ନକଲି ଔଷଧ। ରାଜ୍ୟରେ ଅନେକ ଜରୁରୀ ମେଡିସିନ ନକଲି ମିଳୁଛି। ଏକଥା ବିଧାନସଭାର ତଥ୍ୟରୁ ଜଣା…
