ଲକ୍ଷେ ତଳକୁ ଆସିବ ସୁନା ଦର, ବଜାର ଦେଲାଣି ସଙ୍କେତ

ଏହି ବର୍ଷ ସୁନା ଏମିତି ଚିକ୍ ଚିକ୍ କରିଛି ଯେ ସୁନା ଦାମ 10 ଗ୍ରାମକୁ ଦେଢ଼ଲକ୍ଷ ଟଙ୍କା ପାଖାପାଖି ତଳଉପର ହେଉଛି। ୨୦୨୫ ମସିହାରେ ସୁନା ଏକ ଚମତ୍କାର ରିଟର୍ଣ୍ଣ ପ୍ରଦାନ କଥିବା ବେଳେ ୨୦୨୬ ଆରମ୍ଭରେ ବି ସୁନା ତାର ଆଧିପତ୍ୟ ଜାରି ରଖିଛି। ମଲ୍ଟି କମୋଡିଟି ଏକ୍ସଚେଞ୍ଜ (MCX) ରେ ପ୍ରତି ୧୦ ଗ୍ରାମ ₹୧,୮୦,୭୭୯ ର ଶୀର୍ଷରେ ପହଞ୍ଚିବା ପରେ ଏବେ ଧୀରେ ଧୀରେ ଖସିବାରେ ଲାଗିଛି । ଗତ ସପ୍ତାହରେ…

Read More

ରାଜ୍ୟରେ ପୁଳାପୁଳା ନକଲି ମେଡସିନ, ରୋକାଯିବ କେମିତି

ଜର ହେଉଛି, ମୁଣ୍ଡ ବିନ୍ଧୁଛି, ମେଡିସିନ ଖାଇଲେ ଭଲ ହେଉନି। ତାପରେ ଆଉ ଏକ ମେଡିସିନ ବି ଖାଇବି ହେବନି, କାରଣ ଅତିକମରେ ଦ୍ବିତୀୟ ମେଡିସିନ ଡୋଜର ବ୍ୟବଧାନକୁ ଅପେକ୍ଷା କରିବାକୁ ପଡିବ। ଏଭଳି ଅବସ୍ଥାରେ ରୋଗ ଗୁରୁତର ମୋଡ ନେଇପାରେ କିମ୍ବା ଅସହ୍ୟ ଯନ୍ତ୍ରଣା ପାଇଁ ମଣିଷ ଜଟିଳ ସ୍ଥିତିର ସମ୍ମୁଖୀନ ହୋଇପାରେ। ଏସବୁ ପଛର କାରଣ ହେଉଛି ନକଲି ଔଷଧ। ରାଜ୍ୟରେ ଅନେକ ଜରୁରୀ ମେଡିସିନ ନକଲି ମିଳୁଛି। ଏକଥା ବିଧାନସଭାର ତଥ୍ୟରୁ ଜଣା…

Read More

ସନ୍ୟାସୀ ହୋଇଯାଇଥିବା ଜଣେ ଅଭିନେତ୍ରୀଙ୍କ ଅକୁହା କଥା

ଜଣେ ଅଭିନେତ୍ରୀଙ୍କ କାହାଣୀ, ଯାହାଙ୍କୁ ଆପଣ ନିଜ ଟିଭିରେ ନିଶ୍ଚୟ ଦେଖିଥିବେ, ଯାହାଙ୍କ ହସ, ଅଭିନୟ ଏବଂ ପ୍ରତ୍ୟେକ ଚରିତ୍ର ଲୋକଙ୍କ ହୃଦୟରେ ଘର କରି ରହିଛି । 27 ବର୍ଷ ଧରି ସେ ପ୍ରତିଟି ଘରର ପରିଚୟ ହୋଇ ରହିଥିଲେ। କେବେ ବୋହୂ ଭାବରେ, ତ କେବେ ଭଉଣୀ, ପୁଣି କେବେ ସିନେମାର ପରଦାରେ ତାଙ୍କୁ ଦେଖିଥିବେ | ତାଙ୍କ ଚମକୁଥିବା ହସ ପଛରେ ଏକ ଗଭୀର ଅକୁହା ସତ ଲୁଚି ରହିଥିଲା, ଯାହା ଖୁବ୍…

Read More

କାହା ପାଇଁ ଚାମ୍ପିଅନ ହେଲା ଟିମ୍ ଇଣ୍ଡିଆ (ଡବ୍ଲୁ)

ଭାରତୀୟ ମହିଳା କ୍ରିକେଟ ବାହିନୀ ସବୁ ପ୍ରତିବନ୍ଧକକୁ ପାର କରି ବିଶ୍ବ ଚାମ୍ପିଅନ ହୋଇଛି । ପ୍ରଥମରେ ଅଷ୍ଟ୍ରେଲିଆର ଫାଇନାଲ ଖେଳିବାର ଧାରାକୁ ଚୂନା କରିବା ଏବଂ ଏହା ସହିତ ପ୍ରଥମ ଥର ପାଇଁ ବିଶ୍ବ ଚାମ୍ପିଅନ ହୋଇ ପୁଣି ଥରେ କ୍ରିକେଟ ପ୍ରେମିଙ୍କ ମନରେ ଜୋଶ ଭରିଛି ହରମନ ପ୍ରିତଙ୍କ ଟିମ । ଚାରି ଆଡୁ ଛୁଟୁଛି ଶୁଭେଚ୍ଛାର ସୁଅ HISTORY MADE! 🇮🇳 Our women in blue have done it- India…

Read More

ବଲିଉଡ଼କୁ ଏବେ କଣ ଅକାଳ ପଡ଼ିଛି ?

  () ଦୁଇ ଦିନ ଯାଇନି, ଆଉ ଜଣେ ହାସ୍ୟ ଅଭିନେତାଙ୍କର ଦେହାନ୍ତ। ବଲିଉଡ଼ରେ ଏବେ ଯେମିତି ଅକାଳ ପଡ଼ିଛି। ଯେଉଁସବୁ ଅଭିନେତାମାନଙ୍କ ସହିତ ଦର୍ଶକମାନେ ନିଜକୁ ଯୋଡ଼ି ନେଉଥିଲେ, ଯେଉଁମାନଙ୍କୁ ଭୁଲିଯାଇଥିଲେ ମଧ୍ୟ ଅତି ଆପଣର ଭାବି ଆସୁଥିଲେ ସେମିତି କିଛି ଅଭିନେତା ଜଣଙ୍କ ପରେ ଜଣେ ବାଟ କାଟୁଛନ୍ତି। ଅତି କୋହଭରା କଣ୍ଠରେ କିଛି ଅଭିନେତା ଏଭଳି ଦୁଃଖ ବ୍ୟକ୍ତ କରିଛନ୍ତି । ବଲିଉଡ଼ ଯେମିତି କିଛି ଦିନ ଧରି ଶୋକ ପାଳନ ହିଁ…

Read More

ବନତାରାକୁ କ୍ଲିନ୍ ଚିଟ୍ ଦେଲେ ସୁପ୍ରିମକୋର୍ଟ

ଗୁଜରାଟର ଜାମନଗର ସ୍ଥିତ ପ୍ରାଣୀ ଉଦ୍ଧାର ଏବଂ ପୁନର୍ବାସ କେନ୍ଦ୍ର ବନତାରାକୁ କ୍ଲିନ୍ ଚିଟ୍ ଦେଇଛନ୍ତି ସୁପ୍ରିମକୋର୍ଟ । ବନତାରା ମାମଲାର ତଦନ୍ତ କରୁଥିବା ସୁପ୍ରିମକୋର୍ଟ ଦ୍ୱାରା ନିଯୁକ୍ତ ଏସଆଇଟି ଏନେଇ ବନତାରାର କାର୍ଯ୍ୟକୁ ପ୍ରଶଂସା କରିଥିବା ବେଳେ ଏହା ବିରୋଧରେ ଆସିଥିବା ବିଭିନ୍ନ ଅଭିଯୋଗକୁ ଅମୂଳକ କହି ଖାରଜ କରିଦେଇଛନ୍ତି  । ସୁପ୍ରିମକୋର୍ଟର ର ବିଚାରପତି ପଙ୍କଜ ମିଥଲ ଏବଂ ପି.ବି. ବରାଲେଙ୍କ ଖଣ୍ଡପୀଠ ଏସଆଇଟି ରିପୋର୍ଟକୁ ରେକର୍ଡରେ ନେଇଛନ୍ତି ଏବଂ କହିଛନ୍ତି ଯେ ଏସଆଇଟି…

Read More

କେମିତି ଟ୍ରମ୍ପଙ୍କୁ ଜବାବ ଦେଲେ ମୋଦି

ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଟାରିଫ ପେ ଟାରିଫ- ଟାରିଫ୍ ପେ ଟାରିଫ ଲଗାଇ ଭାରତକୁ ନାକ ରଗଡ଼ାଇବାକୁ ବାଧ୍ୟ କରିଦେବେ ବୋଲି ଭାବିନେଇଥିଲେ ,  ହେଲେ ସେମିତି କିଛି ହେଲାନି, ବରଂ ରୁଷ ଠାରୁ ତେଲ କିଣିବା ବନ୍ଦ କରିବା ବଦଳରେ ବଢ଼ାଇଛି ଭାରତ । ପୂର୍ବରୁ ଏମିତି କେବେ ହୋଇନଥିଲା। ବିଶ୍ବ ଦରବାରରେ ଆମେରିକାର ବଡ଼ ଭାଇ ପଣିଆ ଏପରିକି ଆମେରିକାର ଦାଦାଗିରି ଏଭଳି ସଙ୍କଟକୁ ଆସିନଥିଲା। ଯାହା ବାଇଡେନ ଏବଂ ଟ୍ରମ୍ପ ମିଳିତ…

Read More

ଦେଶର ସର୍ବଶ୍ରେଷ୍ଠ ଶିକ୍ଷାନୁଷ୍ଠାନ କିଏ ଜାଣନ୍ତୁ , ଓଡ଼ିଶାରେ କିଏ ?

ଏନଆଇଆରଏଫ୍ ଇଣ୍ଡିଆ ରାଙ୍କିଙ୍ଗ୍ -୨୦୨୫ ଉନ୍ମୋଚିତ () ଦେଶର ସର୍ବଶ୍ରେଷ୍ଠ ଶିକ୍ଷାନୁଷ୍ଠାନ କିଏ ଏବଂ କାହିଁକି ଜଣେ ସେଠାରେ ପଢ଼ିବା ଉଚିତ ଏହା ପ୍ରାୟ ଛାତ୍ରଛାତ୍ରୀଙ୍କ ମନରେ ପ୍ରଶ୍ନ ଆସିଥାଏ। ଯେହାକୁ ଦେଖି ଗତ କିଛି ବର୍ଷ ଧରି ନ୍ୟାସନାଲ ଇନଷ୍ଟିଚ୍ୟୁସନ ରାଙ୍କିଙ୍ଗ୍ ଫ୍ରେମୱାର୍କ(ଏନଆଇଆରଏଫ) ଶିକ୍ଷାନୁଷ୍ଠାନଗୁଡ଼ିକର ରାଙ୍କିଙ୍ଗ ପ୍ରକାଶ କରିଥାଏ। ଗୁରୁଦିବସର ପୂର୍ବ ଦିନ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଦେଶର ଶ୍ରେଷ୍ଠ ଶିକ୍ଷାନୁଷ୍ଠାନର ତାଲିକା ପ୍ରକାଶ କରିଛନ୍ତି। ଚଳିତ ଥର ଆଇଆଇଟି ମାଡ୍ରାସ କ୍ରମାଗତ ସପ୍ତମ…

Read More

6 ମାସରେ ଦୁଇଟି ଚନ୍ଦ୍ରଗ୍ରହଣ କାହା ପାଇଁ କେତେ ଶୁଭ କିମ୍ବା ଅଶୁଭ

ଆସନ୍ତା ସେପ୍ଟେମ୍ବର ୭ ଭାଦ୍ରବ ପୂର୍ଣ୍ଣମୀ ତିଥିରେ ପଡୁଛି ଚନ୍ଦ୍ର ଗ୍ରହଣ। ଏଥିସହ ଆସନ୍ତା ବର୍ଷ 2026 ମା ର୍ଚ୍ଚ ୩ ତାରିଖ ଦୋଳପୂର୍ଣ୍ଣମୀରେ ଆଉ ଏକ ଚନ୍ଦ୍ର ଗ୍ରହଣଦୃଶ୍ୟମାନ ହେବ । 7 ତାରିଖ ରାତି 9 57 ମିନିଟ ଗ୍ରହଣ ଲାଗୁ ହେବ । ଗ୍ରହଣ ଛାଡ଼ିବ ରାତି ଗୋଟାଏ 27 ମିନିଟ 17 ସେକେଣ୍ଡରେ । ଯେହେତୁ ରାତି 9ଟା 57 ମିନିଟ ଗ୍ରହଣ ଲାଗୁଛି ତେଣୁ ଏହାର 9 ଘଣ୍ଟା ପୂର୍ବରୁ…

Read More

RJ ବର୍ଷାଙ୍କ କଥାରେ ବର୍ଷା ହୁଏ-ଏବେ ସେ ପରିବେଶ କର୍ମୀ

ପରିବେଶ, ଏହି ଶବ୍ଦଟି ବାରମ୍ବାର ଗଣ ମାଧ୍ୟମରେ ସଭା ସମିତିରେ ସରକାରୀ କାର୍ଯ୍ୟକ୍ରମରେ ଏମିତିକି ସିନେମା ନାଟକ, ସାହିତ୍ୟରେ ଚର୍ଚ୍ଚା ହେଉଛି । ତେବେ ବାସ୍ତବରେ ପରିବେଶ ଆମ ପାଇଁ ଗୁରୁତ୍ବ ରଖେ କି ନାହିଁ ତାହାକୁ ନେଇ ଆମ ମଧ୍ୟରୁ ଅନେକ ସେତେଟା ବ୍ୟସ୍ତ ବିବ୍ରତ ହୁଅନ୍ତି ନାହିଁ। କିନ୍ତୁ ଏମିତି ଅନେକ ଅଛନ୍ତି ଯେଉଁମାନେ ପରିବେଶ ପାଇଁ ନିଜର ଅର୍ଥବଳ ଶ୍ରମବଳ ଲଗାଇଥାନ୍ତି। ଏମିତି ଜଣେ ହେଲେ ଆରଜେ ବର୍ଷା। ହଁ ରେଡିଓ ଜକି…

Read More