ଲକ୍ଷେ ତଳକୁ ଆସିବ ସୁନା ଦର, ବଜାର ଦେଲାଣି ସଙ୍କେତ

ଏହି ବର୍ଷ ସୁନା ଏମିତି ଚିକ୍ ଚିକ୍ କରିଛି ଯେ ସୁନା ଦାମ 10 ଗ୍ରାମକୁ ଦେଢ଼ଲକ୍ଷ ଟଙ୍କା ପାଖାପାଖି ତଳଉପର ହେଉଛି। ୨୦୨୫ ମସିହାରେ ସୁନା ଏକ ଚମତ୍କାର ରିଟର୍ଣ୍ଣ ପ୍ରଦାନ କଥିବା ବେଳେ ୨୦୨୬ ଆରମ୍ଭରେ ବି ସୁନା ତାର ଆଧିପତ୍ୟ ଜାରି ରଖିଛି। ମଲ୍ଟି କମୋଡିଟି ଏକ୍ସଚେଞ୍ଜ (MCX) ରେ ପ୍ରତି ୧୦ ଗ୍ରାମ ₹୧,୮୦,୭୭୯ ର ଶୀର୍ଷରେ ପହଞ୍ଚିବା ପରେ ଏବେ ଧୀରେ ଧୀରେ ଖସିବାରେ ଲାଗିଛି । ଗତ ସପ୍ତାହରେ…

Read More

ଜାଣନ୍ତୁ ବର୍ଷ 2026 ଆପଣଙ୍କ ରାଶିରେ କଣ ରହିଛି

ଆଉ ଦିନ କେଇଟା ଗଲେ 2025 ବିଦାଯ଼ ନେବ ଏବଂ 2026 ଆସି ପାଦ ଥାପିବ। ଆମ ମନରେ ଅନେକ ଉତ୍କଣ୍ଠା 2026 ଆମ ପାଇଁ କେମିତି ରହିବ। ଭଲ ରହିବ ନା ଖରାପ ରହିବ। ଦୀର୍ଘ ଦିନ ଧରି ଆମେ ଅପେକ୍ଷା କରିରହିଥିବା କର୍ମ ଫଳ ଏଥର ଆସିବ ନାଁ ନାହିଁ। ସ୍ବାସ୍ଥ୍ୟ କେମିତି ରହିବ, ଆର୍ଥିକ ସ୍ଥିତିରେ ପରିବର୍ତ୍ତନ ଆସିବ ନା ନାହିଁ। ତେଣୁ ଆସନ୍ତୁ ନଜର ପକାଇବା ଏହି ବର୍ଷଟି ଆମ ପାଇଁ…

Read More

VIRAL VIDEO : କାରକୁ ଧକ୍କା ଦେଲା ବିମାନ

ଆମେରିକାର ଫ୍ଲୋରିଡାରେ ଏକ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଥିବା ବେଳେ ଏହା ରାଜପଥରେ ଏକ କାରକୁ ଧକ୍କା ଦେଇଛି । ମେରିଟ୍ ଦ୍ୱୀପ ନିକଟରେ ଏହି ଦୁର୍ଘଟଣା ଘଟିଛି, ଯେଉଁଠାରେ ଏକ ଛୋଟ ବିମାନ ରାଜପଥରେ ଜରୁରୀ ଅବତରଣ କରିବାକୁ ଚେଷ୍ଟା କରିଥିଲାଏବଂ ସିଧାସଳଖ ଏକ କାର ସହିତ ଧକ୍କା ହୋଇଥିଲା। ଏହି ଘଟଣାର ଭିଡିଓ ଭାଇରାଲ ହୋଇଛି। A small plane struck a car during an emergency landing on I-95 in Florida,…

Read More

ଏହି 5ଟି ଓଡ଼ିଆ ଫିଲ୍ମ ଆପଣ ନିଶ୍ଚୟ ଦେଖିଥିବା ଉଚିତ

ଆମ ସାହିତ୍ୟର ଯେମିତି କିଛି ନିର୍ଦ୍ଦିଷ୍ଟ ପୁସ୍ତକ ରହିଛି ଯାହାକି ଜଣେ ଓଡ଼ିଆ ହିସାବରେ ନିଶ୍ଚୟ ପଢ଼ିଥିବା ଉଚିତ, ସେମିତି କିଛି ସିନେମା ମଧ୍ୟ ରହିଛି ଯେମିତି ବି ହେଉ ଏହି ଫିଲ୍ମ ଆପଣ ନିଶ୍ଚୟ ଦେଖିଥିବା ଉଚିତ । ଓଡ଼ିଶାର ଅନ୍ୟତମ ଶ୍ରେଷ୍ଠ ଫିଲ୍ମଗୁଡିକ ମଧ୍ୟରୁ ଏହି 5ଟିକୁ ଗ୍ରହଣ କରାଯାଇପାରେ, ଜଣେ ଓଡ଼ିଆ ହିସାବରେ ଏହି ଫିଲ୍ମ ଆପଣ ନିଶ୍ଚୟ ଦେଖିଥିବା ଉଚିତ । ଏହି ସିରିଜର ପ୍ରଥମ ଓଡ଼ିଆ ଫିଲ୍ମ ହାକିମ ବାବୁ…

Read More

ଜାଣନ୍ତୁ ଧର୍ମେନ୍ଦ୍ରଙ୍କ ବାବଦରେ କିଛି ଅଜଣା କଥା

ଲୋକପ୍ରିୟ ଅଭିନେତା ଧର୍ମେନ୍ଦ୍ରଙ୍କର ଗତକାଲି ପରଲୋକ ହୋଇଯାଇଛି। ଧର୍ମେନ୍ଦ୍ର ଏମିତି ଏକ ଜଣେ ଷ୍ଟାର ଥିଲେ ଯିଏ 6 ଦଶକ ଯାଏଁ ନିଜର ଅଭିନୟର ଯାଦୁ ଜାରି ରଖିଥିବା ବେଳେ ଲଗାତର ହିଟ୍ ଫିଲ୍ମ ଦେବାର ରେକର୍ଡ ତାଙ୍କ ନାଁରେ ରହିଛି । ଆପଣ ଧର୍ମେନ୍ଦ୍ରଙ୍କ ଫିଲ୍ମ ବାଦରେ ଅନେକ କଥା ଜାଣିଥିବେ କିନ୍ତୁ ଏମିତି ବି କଥା ଅଛି ଯାହା ଆପଣ ହୁଏତ ଜାଣିନଥିବେ। ଆସନ୍ତୁ ନଜର ପକାଇବା ଏମିତି କିଛି ଅଜଣା କଥା ଉପରେ…

Read More

ସନ୍ୟାସୀ ହୋଇଯାଇଥିବା ଜଣେ ଅଭିନେତ୍ରୀଙ୍କ ଅକୁହା କଥା

ଜଣେ ଅଭିନେତ୍ରୀଙ୍କ କାହାଣୀ, ଯାହାଙ୍କୁ ଆପଣ ନିଜ ଟିଭିରେ ନିଶ୍ଚୟ ଦେଖିଥିବେ, ଯାହାଙ୍କ ହସ, ଅଭିନୟ ଏବଂ ପ୍ରତ୍ୟେକ ଚରିତ୍ର ଲୋକଙ୍କ ହୃଦୟରେ ଘର କରି ରହିଛି । 27 ବର୍ଷ ଧରି ସେ ପ୍ରତିଟି ଘରର ପରିଚୟ ହୋଇ ରହିଥିଲେ। କେବେ ବୋହୂ ଭାବରେ, ତ କେବେ ଭଉଣୀ, ପୁଣି କେବେ ସିନେମାର ପରଦାରେ ତାଙ୍କୁ ଦେଖିଥିବେ | ତାଙ୍କ ଚମକୁଥିବା ହସ ପଛରେ ଏକ ଗଭୀର ଅକୁହା ସତ ଲୁଚି ରହିଥିଲା, ଯାହା ଖୁବ୍…

Read More

କାହା ପାଇଁ ଚାମ୍ପିଅନ ହେଲା ଟିମ୍ ଇଣ୍ଡିଆ (ଡବ୍ଲୁ)

ଭାରତୀୟ ମହିଳା କ୍ରିକେଟ ବାହିନୀ ସବୁ ପ୍ରତିବନ୍ଧକକୁ ପାର କରି ବିଶ୍ବ ଚାମ୍ପିଅନ ହୋଇଛି । ପ୍ରଥମରେ ଅଷ୍ଟ୍ରେଲିଆର ଫାଇନାଲ ଖେଳିବାର ଧାରାକୁ ଚୂନା କରିବା ଏବଂ ଏହା ସହିତ ପ୍ରଥମ ଥର ପାଇଁ ବିଶ୍ବ ଚାମ୍ପିଅନ ହୋଇ ପୁଣି ଥରେ କ୍ରିକେଟ ପ୍ରେମିଙ୍କ ମନରେ ଜୋଶ ଭରିଛି ହରମନ ପ୍ରିତଙ୍କ ଟିମ । ଚାରି ଆଡୁ ଛୁଟୁଛି ଶୁଭେଚ୍ଛାର ସୁଅ HISTORY MADE! 🇮🇳 Our women in blue have done it- India…

Read More

ଥାନାରେ ପରିବାରର ପରିବେଶ, ପାଳିତ ହେଲା ସାଦଖିଆ ପରମ୍ପରା

କର୍ମକ୍ଷେତ୍ର , କାର୍ଯ୍ୟାଳୟ ବା ଅଫିସର ପରିବେଶ କେମିତି ହେବା ଦରକାର, ସମସ୍ତେ କହିଥାନ୍ତି ଘର ଭଳି ହେବା ଦରକାର, ସମସ୍ତେ ପରିବାର ଭଳି ଚଳିବା ଦରକାର। ତେବେ ପୋଲିସମାନଙ୍କୁ  ଦେଖିଲେ ସାଧାରଣରେ ଏହି ଧାରଣା ଆସିଥାଏ ଯେ ଥାନାରେ କେବେବି ପରିବାର ଭଳି ପରିବେଶ ନଥିବ, ସେଠାରେ ସମସ୍ତେ ରାଗି ପାଚି ଲାଲ ହୋଇଥିବା ଲୋକମାନେ ରହୁଥିଲେ। ଲୋକଙ୍କ ମନରେ ଏକ ପ୍ରକାରର ଭୟ ସୃଷ୍ଟି ହୋଇଥାଏ। ଥାନାରେ ଯେ ସ୍ନେହଁ ସୌହାର୍ଦ୍ୟପୂର୍ଣ୍ଣ ବାତାବରଣ ବା…

Read More

ସୁଶୀଳା କାର୍କି ଓ ତାଙ୍କ ସ୍ବାମୀଙ୍କର ଭାରତରେ ରହିଛି ଅନେକ ଅଭୁଲା ସ୍ମୃତି

  ନେପାଳର ଅନ୍ତରୀଣ ପ୍ରଧାନମନ୍ତ୍ରୀ ଭାବେ ଚୟନ ହୋଇଥିବା ସୁଶୀଳା କାର୍କିଙ୍କର ଭାରତ ସହିତ ରହିଛି ପୁରୁଣା ସଂପର୍କ । ସେ ଭାରତରେ ପାଠ ପଢ଼ିଥିଲେ, ଭାରତରେ ତାଙ୍କ ସ୍ବାମୀଙ୍କ ସହିତ ପ୍ରଥମ ଦେଖା ହୋଇଥିଲା। ଏହିଠାରେ ପ୍ରେମ ହୋଇଥିଲା। ତାଙ୍କ ସ୍ବାମୀ ମଧ୍ୟ ଭାରତରେ ଗିରଫ ହୋଇଥିଲେ।  ସୁଶୀଳା କିର୍କିଙ୍କର ଏମିତି ଅନେକ ଅଭୁଲା ସ୍ମୃତି ଭାରତରେ ରହିଛି। ନେପାଳର ସେ ଅନ୍ତରୀଣ ପ୍ରଧାନମନ୍ତ୍ରୀ ହେବା  ପରେ ତାଙ୍କୁ ମହମ୍ମଦ ୟୁନୁସଙ୍କ ସହିତ ତୁଳନା କରାଯାଉଛି…

Read More

କେମିତି ଟ୍ରମ୍ପଙ୍କୁ ଜବାବ ଦେଲେ ମୋଦି

ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଟାରିଫ ପେ ଟାରିଫ- ଟାରିଫ୍ ପେ ଟାରିଫ ଲଗାଇ ଭାରତକୁ ନାକ ରଗଡ଼ାଇବାକୁ ବାଧ୍ୟ କରିଦେବେ ବୋଲି ଭାବିନେଇଥିଲେ ,  ହେଲେ ସେମିତି କିଛି ହେଲାନି, ବରଂ ରୁଷ ଠାରୁ ତେଲ କିଣିବା ବନ୍ଦ କରିବା ବଦଳରେ ବଢ଼ାଇଛି ଭାରତ । ପୂର୍ବରୁ ଏମିତି କେବେ ହୋଇନଥିଲା। ବିଶ୍ବ ଦରବାରରେ ଆମେରିକାର ବଡ଼ ଭାଇ ପଣିଆ ଏପରିକି ଆମେରିକାର ଦାଦାଗିରି ଏଭଳି ସଙ୍କଟକୁ ଆସିନଥିଲା। ଯାହା ବାଇଡେନ ଏବଂ ଟ୍ରମ୍ପ ମିଳିତ…

Read More