ବିଛା ରାଶି ପାଇଁ କେମିତି ରହିବ 2026 ଜାଣନ୍ତୁ

ଆସନ୍ତୁ ନଜର ପକାଇବା ବିଛା ରାଶିଙ୍କ ପାଇଁ ବର୍ଷ 2026 କେମିତି ରହିବ । ଏହି ବର୍ଷ ରାହୁ ଏବଂ କେତୁ ଦଶମ ଏବଂ ଚତୁର୍ଥ ଘରେ ଗୋଚର ରହିବେ । ଏହା ଆପଣଙ୍କୁ ରୋଗରେ ପୀଡିତ କରିପାରେ। ମାର୍ଚ୍ଚ ମାସରେ ସ୍ୱାସ୍ଥ୍ୟ ସମସ୍ୟା ଦେଖାଦେଇପାରେ, ଯେଉଁଥିରେ ଫୁସଫୁସ ସମସ୍ୟା ମଧ୍ୟ ସାମିଲ। ଅଗଷ୍ଟ ଏବଂ ସେପ୍ଟେମ୍ବରରେ ଆପଣ ପେଟ ଯନ୍ତ୍ରଣା ଭୋଗିପାରନ୍ତି । ପ୍ରାଣାୟମ ଏବଂ ଯୋଗକୁ ଆପଣଙ୍କ ଦୈନନ୍ଦିନ ଜୀବନଚର୍ଯ୍ୟାରେ ସାମିଲ କରନ୍ତୁ। ଯଦି…

Read More

କୁମ୍ଭ ରାଶି ପାଇଁ କେମିତି ରହିବ 2026, ଜାଣନ୍ତୁ

2026 ଏହି ବର୍ଷଟି କୁମ୍ଭ ରାଶିର ବ୍ୟକ୍ତି ବିଶେଷଙ୍କ ପାଇଁ କିପରି ଫଳ ନେଇ ଆସୁଛି, ଆସନ୍ତୁ ନଜର ପକାଇବା।ଏହି ବର୍ଷ, ରାହୁ ଆପଣଙ୍କ ରାଶିରେ ରହିବ, ଯାହା ଦ୍ଵାରା ଆପଣ ବାତ ବିକାରରେ ପୀଡିତ ହେବେ। ବର୍ଷ ଆରମ୍ଭରେ, ଆପଣଙ୍କ ଜନ୍ମ ରାଶି ଉପରେ ବୃହସ୍ପତିଙ୍କ ପ୍ରଭାବ ହେତୁ ଆପଣଙ୍କ ସ୍ୱାସ୍ଥ୍ୟ ସାଧାରଣତଃ ଭଲ ରହିବ। ତଥାପି, ଆପଣଙ୍କୁ ନିଶା ଏବଂ ଭାରୀ ଖାଦ୍ୟ ଗ୍ରହଣ କରିବାରୁ ସମ୍ପୂର୍ଣ୍ଣ ଦୂରେଇ ରହିବା ଉଚିତ। ଯକୃତ ସମସ୍ୟା…

Read More

ମକର ରାଶି ପାଇଁ କେମିତି ରହିବ 2026, ଜାଣନ୍ତୁ

2026 ଅନେକ ଶୁଭ ଫଳ ନେଇ ଆସୁଛି, ଜୀବନରେ ପରିବର୍ତ୍ତନ ଆସିବ, ଈଶ୍ବରଙ୍କ ଆଶୀର୍ବାଦ ମଧ୍ୟ ରହିଛି ଆସନ୍ତୁ ଜାଣିବା ମକର ରାଶିର ବ୍ୟକ୍ତିବିଶେଷଙ୍କ ପାଇଁ ଏହି ବର୍ଷ କେମିତି ରହିବ । ବର୍ଷ ଆରମ୍ଭରେ, ଷଷ୍ଠ ଘରେ ବୃହସ୍ପତିଙ୍କ ଗମନ ଜଣ୍ଡିସ୍ ଭଳି ସମସ୍ୟା ସୃଷ୍ଟି କରିପାରେ। ମାର୍ଚ୍ଚ ୧୧ ତାରିଖ ପୂର୍ବରୁ ଆପଣଙ୍କୁ ଆପଣଙ୍କ ସ୍ୱାସ୍ଥ୍ୟର ବିଶେଷ ଯତ୍ନ ନେବା ଉଚିତ। ଆପଣଙ୍କ ସ୍ୱାସ୍ଥ୍ୟ ଧୀରେ ଧୀରେ ସୁଧାର ହେବ। ତଥାପି, ଦୁର୍ଘଟଣାର ଆଶଙ୍କା…

Read More

ଧନୁ ରାଶି ପାଇଁ କେମିତି ରହିବ 2026 ଜାଣନ୍ତୁ

ବର୍ଷ 2026 ଅନେକ କିଛି ଶୁଭ ଫଳ ନେଇ ଆସୁଛି , ଆସନ୍ତୁ ଜାଣିବା ଧନୁ ରାଶି ପାଇଁ ଏହି ବର୍ଷଟି କେମିତି ରହିବ ଏହି ବର୍ଷ, ଶନି ଆପଣଙ୍କ ଚତୁର୍ଥ ଘରେ ରହିବ, ଯାହା ଆପଣଙ୍କ ପାଇଁ ବକ୍ରି ଦୃଷ୍ଟି ରହିବ । ପେଟ ଯନ୍ତ୍ରଣାର ଦେଖାଦେବାର ସମ୍ଭାବନା ଅଛି। ମାନସିକ ରୋଗରେ ପୀଡିତ ବ୍ୟକ୍ତିମାନେ ସ୍ୱାସ୍ଥ୍ୟ ସମସ୍ୟାର ସମ୍ମୁଖୀନ ହୋଇପାରନ୍ତି। ବର୍ଷ ଆରମ୍ଭରେ ବୃହସ୍ପତି ଆପଣଙ୍କ ରାଶି ଉପରେ ଦୃଷ୍ଟି ପକାଇବେ, ଯାହା ରୋଗରୁ…

Read More

ବୃଷ ରାଶି ପାଇଁ 2026 ରାଶି ଫଳ କଣ ରହିବ ଜାଣନ୍ତୁ

ଜାଣନ୍ତୁ ଜ୍ୟୋତିଷ ଶାସ୍ତ୍ର ଅନୁସାରେ ବୃଷରାଶିର ବ୍ୟକ୍ତି ବିଶେଷଙ୍କ ନୂଆ ବର୍ଷ କିପରି ହେବ ଆସନ୍ତୁ ନଜର ପକାଇବା। ପ୍ରଥମେ ନଜର ପକାଇବା ସ୍ୱାସ୍ଥ୍ୟ ଉପରେ । ଏହି ବର୍ଷ ଆପଣଙ୍କୁ ଅନେକ ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ସମସ୍ୟାର ସମାଧାନ ମିଳିପାରେ । ରୋଗ ପ୍ରତିରୋଧକ ଶକ୍ତି ବଢ଼ାଇବାକୁ ଚେଷ୍ଟା କରନ୍ତୁ। ଶନିଙ୍କ ଦୃଷ୍ଟି ଆପଣଙ୍କ ରାଶି ଉପରେ ରହିବା କାରଣରୁ ଆପଣ ଆଳସ୍ୟ ଅନୁଭବ କରିବେ, ତେଣଉ ଏଥିରୁ ବାହାରିବା ପାଇଁ ଚେଷ୍ଟା ଜାରି ରଖିବା ଉଚିତ…

Read More

ସନ୍ୟାସୀ ହୋଇଯାଇଥିବା ଜଣେ ଅଭିନେତ୍ରୀଙ୍କ ଅକୁହା କଥା

ଜଣେ ଅଭିନେତ୍ରୀଙ୍କ କାହାଣୀ, ଯାହାଙ୍କୁ ଆପଣ ନିଜ ଟିଭିରେ ନିଶ୍ଚୟ ଦେଖିଥିବେ, ଯାହାଙ୍କ ହସ, ଅଭିନୟ ଏବଂ ପ୍ରତ୍ୟେକ ଚରିତ୍ର ଲୋକଙ୍କ ହୃଦୟରେ ଘର କରି ରହିଛି । 27 ବର୍ଷ ଧରି ସେ ପ୍ରତିଟି ଘରର ପରିଚୟ ହୋଇ ରହିଥିଲେ। କେବେ ବୋହୂ ଭାବରେ, ତ କେବେ ଭଉଣୀ, ପୁଣି କେବେ ସିନେମାର ପରଦାରେ ତାଙ୍କୁ ଦେଖିଥିବେ | ତାଙ୍କ ଚମକୁଥିବା ହସ ପଛରେ ଏକ ଗଭୀର ଅକୁହା ସତ ଲୁଚି ରହିଥିଲା, ଯାହା ଖୁବ୍…

Read More

କ୍ଷୁଦ୍ର ଗଳ୍ପ ଅନ୍ଧାରର ହାତ”

“ସେତେବେଳକୁ ତମେ କେଡ଼େ ବଡ଼ ହୋଇଥିଲ ? ମାନେ ମାମା ଠାରୁ ବଡ଼ ହେଇଥିଲ ନା ସାନ ?” “କେଡ଼େ ବଡ଼ …. ? …..ହା .. ହା ଏଡ଼େ ବଡ଼ …” ଦୁଇ ହାତକୁ ଲମ୍ବେଇ କହିଲେ ଜେଜେ ମା …. “ସେତେବେଳକୁ ମୁଁ ତୋ ବୋଉଠାରୁ ବଡ଼ ହୋଇଥିଲି, ତୋ ବାପା ପରା କାଖରେ ଥିଲା ….” “ହା … ହା … ବାବା କାଖ ହଉଥିଲେ … କେଡ଼େ ଫନି କଥା ….”…

Read More

ପିରିୟଡ ଛୁଟି, ପ୍ରିୟଦର୍ଶିନୀଙ୍କ ପ୍ରେରଣା, ପ୍ରଭାତୀଙ୍କ ପଦକ୍ଷେପ

୭୮ତମ ସ୍ବାଧୀନତା ଦିବସ ଅବସରରେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା ମହିଳାମାନଙ୍କ ପାଇଁ ବଡ ଘୋଷଣା କରିଛନ୍ତି। ଉପମୁଖ୍ୟମନ୍ତ୍ରୀ କହିଛନ୍ତି, ଋତୁସ୍ରାବ ପାଇଁ ସରକାରୀ ଓ ବେସକାରୀ ମହିଳା କର୍ମଚାରୀଙ୍କୁ ମିଳିବ ଛୁଟି। ସମଗ୍ର ରାଜ୍ୟରେ ଏହି ନିୟମ ଲାଗୁ ହେବ ବୋଲି ସେ କହିଛନ୍ତି।ଉପମୁଖ୍ୟମନ୍ତ୍ରୀଙ୍କ ଘୋଷଣା ଅନୁଯାୟୀ, ଋତୁସ୍ରାବ ପାଇଁ କର୍ମଜୀବୀ ମହିଳାଙ୍କୁ ଦିନେ ଛୁଟି ମିଳିବ। ସରକାରୀ ଓ ଘରୋଇ ମହିଳା କର୍ମଚାରୀ ଦିନକ ପାଇଁ ଛୁଟି ନେଇପାରିବେ। ଋତୁସ୍ରାବ ଦିନ କିମ୍ବା ଦ୍ୱିତୀୟ ଦିନ…

Read More

ଘାଟୀରେ ହେଉଛି ମହିଳା ସଶକ୍ତିକରଣ, ଜାମ୍ମୁ କାଶ୍ମୀରର ପ୍ରଥମ ମହିଳା ଇ-ରିକ୍ସା ଚାଳକ ସୀମା ଦେବୀ

ନୂଆଦିଲ୍ଲୀ, ୦୭/୦୧ : ଘାଟୀରେ ହେଉଛି ମହିଳା ସଶକ୍ତିକରଣ। ମହିଳାଙ୍କୁ ନେଇ ସମାଜରେ ହେଉଛି ପରିବର୍ତ୍ତନ। ଏହାର ଉଦାହରଣ ସୃଷ୍ଟି କରିଛନ୍ତି ସୀମା ଦେବୀ। ଯେଉଁଠି ମହିଳାଙ୍କ ଏରୁଣ୍ଡି ବନ୍ଦ ଡେଇଁବାକୁ ଅନୁମତି ନାହିଁ ସେଠାରେ ପୁରୁଷଙ୍କ ସହ କାନ୍ଧ ମିଶାଇ କାମ କରି ଘର ଚଳାଉଛନ୍ତି ସୀମା ଦେବୀ। ସେ ଇ-ରିକ୍ସା ଚଳାଇ ତାଙ୍କର ପରିବାରର ଗୁଜୁରାଣ ମେଣ୍ଟାଉଛନ୍ତି। ତେବେ ଚାଲନ୍ତୁ ଜାଣିବା ତାଙ୍କର ସଙ୍ଘର୍ଷପୂର୍ଣ୍ଣ କାହାଣୀ ବିଷୟରେ। ଜାମ୍ମୁ କାଶ୍ମୀରର ନାଗରୋଟା ଜିଲ୍ଲାର ଜଣେ…

Read More