ହାତୀ ଖାଇଦେଲା ହେଲମେଟ

  ହଁ ହଁ ଆପଣ ଠିକ୍ ପଢ଼ିଛନ୍ତି ହେଡଲାଇନରେ ହାତୀଟିଏ ହେଲମେଟ ଖାଇଦେଲା । କେମିତି ଖାଇଲା ଖାଇକି କଣ ହେଲା ତାହା ଜାଣିବା ପାଇଁ ଆପଣଙ୍କର ଉତ୍କଣ୍ଠା ନିଶ୍ଚଯ ବଢ଼ିବଣି । ଦେଖୁଥିବା ଚିତ୍ରରେ ତ ଏମିତି ଦେଖାଯାଉଛି । ହାତୀଟି ବାଇକ ପାଖରେ ଠିଆ ହୋଇଛି । ପରେ ବାଇକରେ ଲାଗିଥିବା ହେଲମେଟକୁ ଖାଇଦେଉଛି । ହାତୀକୁ ଘଉଡ଼ାଇବା ଲାଗି ଲୋକେ ଚେଷ୍ଟା କରିଥିଲେ । କିନ୍ତୁ ହାତୀ ଥିଲା ବେଫିକର। ତାର ଜିଦି…

Read More

ଆମ୍ବୁଲାନସ ପଛରେ ଧାଇଁଲା କୁକୁର ସେ ବ୍ୟସ୍ତ ଥିଲା

କୁକୁରମାନଙ୍କ ବିଶ୍ବସନୀୟତାର କାହାଣୀ ଆମ ସମସ୍ତଙ୍କ ପାଖରେ ଗୋଟିଏ ନା ଗୋଟିଏ ଥିବ । ଯାହାକୁ ବି ପଚାରିଲେ ନିଶ୍ଚୟ କୁକୁର ଏବଂ ତାର ସାଥୀ ମାଲିକର କାହାଣୀ ସେ ବଖାଣିବ। କିନ୍ତୁ ଏବେ ଆମେ ଯେଉଁ ଚିତ୍ର ଦେଖାଇବାକୁ ଯାଉଛୁ, ଦେଖିଲେ ଆପଣ ନିଶ୍ଚୟ ଆଶ୍ଚର୍ଯ୍ୟ ହେବେ। ନେଟ ଦୁନିଆରେ ଏହି ଚିତ୍ରଟି ଖୁବ ଭାଇରାଲ ହୋଇଛି. । ଜଣେ ମହିଳା ଅସୁସ୍ଥ ହେବାରୁ ତାଙ୍କୁ ତୁରନ୍ତ ଆମ୍ବୁଲାନ୍ସ ଡକାଇ ହସ୍ପିଟାଲ ନିଆଗଲା । ହେଲେ…

Read More

ଗୁରୁ ଆସିଲେ ଏମିତି, ଗୁରୁ ବି ବେହୋସ- ସବୁ ସେହି କାଳିଆର ମହିମା

ଇଣ୍ଟରନେଟରେ ଭିଡିଓ କିମ୍ବା ଫଟୋ ଯ଼ଦି ଭାଇରାଲ ହେଉଛି ଏବଂ ଏହାକୁ ନେଇ ନ୍ୟୁଜ ଓ ବିଶ୍ଳେଷଣ କରାଯାଉଛି , ତେବେ ଇଣ୍ଟରନେଟରେ ଭାଇରାଲ ହେଉଥିବା ଲେଖାକୁ ମଧ୍ୟ ଆପଣଙ୍କ ସାମ୍ନାକୁ ଆଣିବାକୁ ଚାହିଁଥିଲୁ l   ହ୍ବାଟସ ଆପ ଗ୍ରୁପରେ ଏହି ଛୋଟ ଗପଟି ଭାଇରାଲ ହେଉଛି l ଗପଟିର ଲେଖା କାହାର ଜାଣିନାହୁଁ ତେବେ ସେହି ଅଜଣା ଲେଖକଙ୍କୁ କ୍ରେଡିଟ ଦେଉଛୁ l ଏଥିସହିତ ଏହି ଗଳ୍ପର ସତ୍ୟାସତ୍ୟ ବିଷୟରେ ମଧ୍ୟ ଆମେ ତର୍ଜମା କରିବା…

Read More