ଲାଲ ମର୍ସିଡିଜରେ ଲିଫ୍ଟ ଦେଇ ଗଣ ଦୁଷ୍କର୍ମ କଲେ

 ଘଟଣା ଥିଲା ଗତ 28 ତାରିଖରେ। ଝିଅଟି ନିକଟସ୍ଥ ବଞ୍ଜାରା ହିଲ୍ସର ଏକ ପବରେ ହୋଇଥିବା ଗେଟ ଟୁଗେଦରରେ ଭାଗ ନେଇଥିଲା। ସଂଧ୍ୟା ସାଢ଼େ 5ଟା ବେଳେ ଯ଼େତେବେଳେ ଝିଅଟି ବାହାରକୁ ଆସିଥିବା ଏହି ନାଲି ମର୍ସିଡିଜରେ 4 ଜଣ ଝିଅଟିକୁ ଲିଫ୍ଟ ଦେଇଥିଲେ। ଯେହେତୁ ପବରେ ଦେଖାହୋଇଥିଲା ବିଶ୍ବାସରେ ଝିଅଟି ମର୍ସିଡେଜରେ ବସି ଯ଼ାଇଥିଲା। ତେବେ କାରରେ ଝିଅଟିକୁ ଘରେ ଛାଡ଼ିବା ପରିବର୍ତ୍ତେ ତାକୁ ନେଇଥିଲେ ଯ଼ାଇଥିଲେ ଏକ ନିଛାଟିଆ ସ୍ଥାନକୁ ସେଠାରେ ତାକୁ 4 ଜଣ ଗଣ ଦୁଷ୍କର୍ମ କରିଥିଲା। କଥା ସାମ୍ନାକୁ ଆସିବା ପରେ ଝିଅଟିର ପରିବାର ଲୋକ ଥାନାରେ ଏତଲା ଦେଇଥିଲେ। ଧିରେ ଧିରେ  ଏହା ପ୍ରଘଟ ହୋଇଥିଲା ଯେଉଁଥିରେ ବିଧାୟକଙ୍କ ପୁଅ ସଂପୃକ୍ତ ଥିବା ଜଣାଯ଼ାଇଥିଲା।

4 ଜଣ ଅଭିଯ଼ୁକ୍ତ ମଧ୍ୟରୁ 3 ଜଣ ନାବାଳକ ହୋଇଥିବା ପୋଲିସ ସୂଚନା ପାଇଛି। ତେବେ ଜଣଙ୍କୁ ଅଟକ ରଖିବା ସହ ସଂପୃକ୍ତ ଲାଲ ମର୍ସିଡିଜ କାରକୁ ସିଜ କରାଯ଼ାଇଛି।  ପୋଲିସ ପବ ନିକଟର ସିସିଟିଭି ଫୁଟେଜ ପାଇଛି ହାଇଦ୍ରାବାଦ ମର୍ସିଡେଜ କାଣ୍ଡ ଏବେ ଦେଶବ୍ୟାପୀ ପ୍ରତିକ୍ରିୟା ସୃଷ୍ଟି କଲାଣି । ମର୍ସିଡିଜରେ ଜଣେ ନାବାଳିକାକୁ ଦୁଷ୍କର୍ମ କରାଯ଼ିବା ଘଟଣାକୁ ନେଇ ହାଇଦ୍ରାବାଦରେ ବିକ୍ଷୋଭ ତେଜିଛି। ବିଜେପି ଏନେଇ ଜୁବିଲିହିଲ୍ସ ଥାନା ଘେରାଉ କରିଛି। ବିଜେପି କର୍ମୀମାନେ ଥାନା ରେ ଧାରଣାରେ ବସି ରହବା ସହିତ ଦୋଷୀ ବିରୋଧରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି । ଘଟଣାରେ ରାଜନୈତିକ ରୋଷ ବଢୁଛି କାରଣ ଏଥିରେ ଜଣେ ବିଧାୟକଙ୍କ ପୁଅ ସଂପୃକ୍ତ ଥିବାର ଅଭିଯ଼ୋଗ ହୋଇଛି। ବିଧାୟକଙ୍କ ପୁଅ ସହିତ 4 ଜଣ ନାବାଳିକାଙ୍କୁ ଲିଫ୍ଟ ଦେବାକୁ କହି ଲାଲ ମର୍ସିଡେଜରେ ନେଇଥିଲେ ଏହା ପରେ ଗଣ ଦୁଷ୍କର୍ମ କରିଥିଲେ।

 ଘଟଣା ଥିଲା ଗତ 28 ତାରିଖରେ। ଝିଅଟି ନିକଟସ୍ଥ ବଞ୍ଜାରା ହିଲ୍ସର ଏକ ପବରେ ହୋଇଥିବା ଗେଟ ଟୁଗେଦରରେ ଭାଗ ନେଇଥିଲା। ସଂଧ୍ୟା ସାଢ଼େ 5ଟା ବେଳେ ଯ଼େତେବେଳେ ଝିଅଟି ବାହାରକୁ ଆସିଥିବା ଏହି ନାଲି ମର୍ସିଡିଜରେ 4 ଜଣ ଝିଅଟିକୁ ଲିଫ୍ଟ ଦେଇଥିଲେ। ଯେହେତୁ ପବରେ ଦେଖାହୋଇଥିଲା ବିଶ୍ବାସରେ ଝିଅଟି ମର୍ସିଡେଜରେ ବସି ଯ଼ାଇଥିଲା। ତେବେ କାରରେ ଝିଅଟିକୁ ଘରେ ଛାଡ଼ିବା ପରିବର୍ତ୍ତେ ତାକୁ ନେଇଥିଲେ ଯ଼ାଇଥିଲେ ଏକ ନିଛାଟିଆ ସ୍ଥାନକୁ ସେଠାରେ ତାକୁ 4 ଜଣ ଗଣ ଦୁଷ୍କର୍ମ କରିଥିଲା। କଥା ସାମ୍ନାକୁ ଆସିବା ପରେ ଝିଅଟିର ପରିବାର ଲୋକ ଥାନାରେ ଏତଲା ଦେଇଥିଲେ। ଧିରେ ଧିରେ  ଏହା ପ୍ରଘଟ ହୋଇଥିଲା ଯେଉଁଥିରେ ବିଧାୟକଙ୍କ ପୁଅ ସଂପୃକ୍ତ ଥିବା ଜଣାଯ଼ାଇଥିଲା।

4 ଜଣ ଅଭିଯ଼ୁକ୍ତ ମଧ୍ୟରୁ 3 ଜଣ ନାବାଳକ ହୋଇଥିବା ପୋଲିସ ସୂଚନା ପାଇଛି। ତେବେ ଜଣଙ୍କୁ ଅଟକ ରଖିବା ସହ ସଂପୃକ୍ତ ଲାଲ ମର୍ସିଡିଜ କାରକୁ ସିଜ କରାଯ଼ାଇଛି।  । ହାଇଦ୍ରାବାଦରେ ଦିଶା ଗଣ ଦୁଷ୍କର୍ମ ହତ୍ୟା ଘଟଣାକୁ କିଛି ବର୍ଷ ବିତିନି ପୁଣି ସମାନ ଘଟଣା ଘଟିଛି। ପୁଣି ଏକ ଝିଅ ଦୁଷ୍କର୍ମର ଶିକାର ହୋଇଛି।

 ଏଥିରେ ଅଭିଯ଼ୁକ୍ତମାନେ ଝିଅଟି ସହିତ ଥିବା ଦେଖାଯ଼ାଉଛି।ହାଇଦ୍ରାବାଦରେ ଦିଶା ଗଣ ଦୁଷ୍କର୍ମ ହତ୍ୟା ଘଟଣାକୁ କିଛି ବର୍ଷ ବିତିନି ପୁଣି ସମାନ ଘଟଣା ଘଟିଛି। ପୁଣି ଏକ ଝିଅ ଦୁଷ୍କର୍ମର ଶିକାର ହୋଇଛି।

Leave a Reply

Your email address will not be published. Required fields are marked *