ଆସିଛିରେ ଆମର୍ ପରବ୍ ନୂଆଁଖାଇ… ସଭେଁ ମିଶିକରି ନୂଆଁ ଖାଏମା ରାଗ ରୁଷାକେ ପାଶରି ଦେଇ, ନୂଆଁଖାଇ ଜୁହାର୍

ଭୁବନେଶ୍ଵର, ୦୧/୦୯ : ଆସିଛିରେ ଆମର୍ ପରବ୍ ନୂଆଁଖାଇ… ସଭେଁ ମିଶିକରି ନୂଆଁ ଖାଏମା ରାଗ ରୁଷାକେ ପାଶରି ଦେଇ। ମାଁ ମାଏଟ କେ ମୁଣ୍ଡିଆ ମାରି କ୍ଷେତେ ରୁକମା ଗୋରସ ଚାଉଲ। ନୂଆ କେଣ୍ଡା ଲାଗି ନରଧି ଯିମା ଗ୍ରାମ ଦେବୀ ମାର ପୋରୁହାଁ ଦେଉଲ। ନୂଆଁଖାଇ ଆମ୍‌କୁ ବତେଇ ଦେଉଛେ ଭାଇଚାରାଟା ହିଁ ମନୁଷ୍ ଧରମ୍, ବେଦ କହେସି ମୋର ମାଟିର କଥା ବସୁଧୈବ କୁଟୁମ୍ଵକମ୍।

ଆଏଜ୍ ହେଉଛେ ପାବନ ନୂଆଁଖାଇ ପରବ। ଇ ଅବ୍‌ସର୍‌ ଥି ଗୁରୁଜନ୍, ଦାଦା- ଭାଏ ଆଉ ମାଁ- ବହେନ୍ ମାନ୍‌କୁଁ ନୂଆଁଖାଇ ଜୁହାର୍। ନୂଆଁଖାଇ ଆପଣ୍ ମାନକଁର୍ ଜୀବନ୍ ଥି ଆଉ ପରିବାର୍ ଥି ଶାନ୍ତି, ସମୃଦ୍ଧି ସାଙ୍ଗେ ଖୁସି ଆଉ ଆନନ୍ଦ୍ ଆନୁ। ମା ସମଲେଇ, ମା ମାଣିକେଶ୍ଵେରୀ, ମା ସୁରେଶ୍ଵରୀ, ମା ପାଟଣେଶ୍ଵରୀ, ମା ବିନ୍ଧ୍ୟବାସିନୀ, ଓ ମା ରାମଚଣ୍ଡି ଆମ ସମଙ୍କୁ ତାଙ୍କର୍ ପନତ୍‌କାନୀ ତଲେ ଆଶ୍ରା ଦେଇକରି ସବୁବେଲେ ସାହା ହେଇଥାଉ। ନୂଆଁଖାଇ ଆମର୍ ପରିଚୟ ଆଉ ସଂସ୍କୃତିର ପ୍ରତୀକ। ନୂଆଁଖାଇ ଆପନ୍‌ମାନଙ୍କର୍ ଜୀବନ ଥି ଆଉ ପରିବାର ଥି ଶାନ୍ତି, ସମୃଦ୍ଧି ସାଙ୍ଗେ ଖୁସି ଆଉ ଆନନ୍ଦ ଆନୁ। ସଭିଁଙ୍କୁ ନୂଆଁଖାଇ ଜୁହାର୍।

Leave a Reply

Your email address will not be published. Required fields are marked *