ଫର୍ମୁଲା ୱ ସାତ ଦିନ – ବ୍ରହ୍ମପୁର ବିବାହ ବିବାଦରେ ଆସିଲା କୋର୍ଟଙ୍କ ରାୟ

ହିନ୍ଦି ଫିଲ୍ମ ୱ ସାତ ଦିନରେ ନାୟକ ଓ ନାୟିକା ଘଟଣା କ୍ରମରେ ଗୋଟିଏ ଘରେ 7 ଦିନ ରହିବାକୁ ବାଧ୍ୟ ହୋଇଛନ୍ତି  । ଏହି 7 ଦିନ କିନ୍ତୁ ସେମାନଙ୍କୁ 7 ଜନ୍ମର ବନ୍ଧନରେ ବାନ୍ଧି ଦେଇଥିଲା । ଫିଲ୍ମଟି ସେତେବେଳେ ସୁପର ହିଟ ହୋଇଥିଲା। ହେଲେ ଏବେ ୱ ସାତ ଦିନର ଏକ୍ସପେରିମେଣ୍ଟ କରିଛନ୍ତି ବ୍ରହ୍ମପୁର ଏସଡିଜେଏମ କୋର୍ଟ। ବିବାଦରେ ଛନ୍ଦି ହୋଇଥିବା ପତି ପତ୍ନୀଙ୍କୁ ସର୍ତ୍ତମୂଳକ ଭାବେ ଗୋଟିଏ ଘରେ ରହିବା ଲାଗି…

Read More

ଆବର୍ଜନାରୁ ଏମିତି କିଛି କମାଲ କରିଛନ୍ତି ବ୍ରହ୍ମପୁର ଛାତ୍ର

ପାଠ ପଢ଼ିବା ସହିତ କିଛି ନୂଆ ନୂଆ କମାଲ କରିପାରିଲେ ତାହା ହିଁ ଆଖିଦୃଶିଆ ହୋଇପାରିଥାଏ। ପାଠପଢ଼ା ସାର୍ଥକ ହୋଇଥାଏ। ନହେଲେ ତ ପୁସ୍ତକ ବିଦ୍ୟା ପୁସ୍ତକରେ ରହିଯାଏ।  ବ୍ରହ୍ମପୁର ଆଇଟିଆଇର ଛାତ୍ରଛାତ୍ରୀମାନେ ସବୁଠାରୁ ବଡ଼ ମୂର୍ତ୍ତି ତିଆରି କରିଛନ୍ତି ତାହା ପୁଣି ଇ ୱେଷ୍ଟ ଆବର୍ଜନାରୁ। ସେହି ମୂର୍ତ୍ତି ଏବେ ସାରା ଦେଶରେ ଚର୍ଚ୍ଚାର ବିଷୟ ହୋଇଛି। ଆକାରରେ ଯେମିତି ବିଶାଳ ହୋଇଛି ଏହା ପଛରେ କିଛି ବଡ଼ ସନ୍ଦେଶ ମଧ୍ୟ ରହିଛି। ପରିବେଶ ସୁରକ୍ଷାର…

Read More