6 ବର୍ଷ ବର୍ଷ ବୟସରେ କରୋନା ଲଦିଦେଲା ସଂସାର ବୋଝ

ଏହି କୁନି ପିଲାଟିର ଫଟୋ ଦେଖିଲା ପରେ ତା ମୁହଁରେ ଥିବା ସେହି ବାଲ୍ୟ ଚପଳତାକୁ ତ ଆପଣ ନିଶ୍ଚୟ ବାରି ପାରୁଥିବେ । ସେ କାଖ କରିଛି ତାର କୁନି ଭାଇକୁ । ବୟସ ମାତ୍ର 45 ଦିନ। ଯେଉଁ ବୟସରେ ଦୁନିଆ କଣ ଦେଖିବା ପାଇଁ ଏମାନଙ୍କର ଭଲ ଭାବେ ଆଖି ଫିଟି ନାହିଁ।  ଚାଲିବା ପାଇଁ କୁନି କୁନି ପାଦରେ ଏତେ ଶକ୍ତି ବି ଆସିନାହିଁ।  ନିଜେ ଦି ଗଣ୍ଡା ଖାଇବା ପାଇଁ…

Read More

ବାର୍ବି କହିବ ନୂଆ କାହାଣୀ : ପିଲାଏ ବୁଝିବେ ସମୁଦ୍ରର ଦୁଃଖ

ଖେଳନା ଦୁନିଆରେ ସବୁବେଳେ ପସନ୍ଦରେ ରହି ଆସିଛି ବାର୍ବି ଡଲ । ଛୋଟ ପିଲାଙ୍କଠାରୁ ଆରମ୍ଭ କରି କିଶୋରୀମାନଙ୍କ ପର୍ଯ଼୍ୟନ୍ତ ସଭିଏଁ କାହିଁକି କେଜାଣି ବାର୍ବି ଡଲ ପସନ୍ଦ କରିଥାନ୍ତି। ଆମେରିକାର ଟଏ କମ୍ପାନି ମ୍ୟାଟେଲ ଘୋଷଣା କରିଛି ଯେ ଏବେ କମ୍ପାନି ବାର୍ବି ଡଲ ତିଆରି କରୁଛି ରିସାଇକେଲ୍ଡ ପ୍ଲାଷ୍ଟିକରୁ । ସେ ପୁଣି ସମୁଦ୍ର କୂଳରୁ କିମ୍ବା ସମୁଦ୍ରରୁ ମିଳୁଥିବା ପ୍ଲାଷ୍ଟିକକୁ ଉପଯ଼ୋଗ କରି । ସୁନ୍ଦର ସୁନ୍ଦର ବାର୍ବି ଖେଳନା ପ୍ରସ୍ତୁତ କରିବାରେ…

Read More

ଶିଶୁଙ୍କ ସୁରକ୍ଷା ପାଇଁ କମିଟି ଗଠନ

କରୋନା ଭାଇରସ୍‌ର ଦ୍ଵିତୀୟ ଲହରରେ ସ୍ଥିତି ସଙ୍ଗୀନ। କୋଭିଡ୍-୧୯ର ଏହି ନୂତନ ଷ୍ଟ୍ରେନ କମ ବୟସର ଲୋକଙ୍କୁ ସଂକ୍ରମଣ କରିବା ସହ ଶିଶୁମାନଙ୍କୁ ମଧ୍ୟ ଛାଡୁନି। କଅଁଳା ଶିଶୁ ମଧ୍ୟ ଏହି ମାରାତ୍ମକ ମହାମାରୀରୁ ବାଦ୍ ପଡୁନାହାନ୍ତି। ଏହାକୁ ଦୃଷ୍ଟିରେ ରଖି  କରୋନା ସଂକ୍ରମଣରୁ ଶିଶୁଙ୍କୁ ରକ୍ଷା ପାଇଁ ରାଜ୍ୟ ସରକାର କମିଟି ଗଠନ କରିଛନ୍ତି।  ଏଥିସହ ୧୮ ରୁ ୪୪ ବର୍ଷ ବୟସ ବର୍ଗଙ୍କୁ କୋଭିଡ୍ ସୁରକ୍ଷା ଲାଗି କମିଟି ଗଠନ କରାଯାଇଛି। ଏହାବାଦ୍ ରାଜ୍ୟର…

Read More