ଚୀନକୁ ଡରି ନାଁ ହେଲା ଓମିକ୍ରନ !

  ସାରା ବିଶ୍ବରେ ଏବେ ଗୋଟିଏ ଶବ୍ଦକୁ ନେଇ ଚାଲିଛି ଚର୍ଚ୍ଚା। ଓମିକ୍ରନ। ଓମିକ୍ରନ ଏବେ ଭୟର ଏକ ପ୍ରତିଶବ୍ଦ ବି ହୋଇଯାଇଛି। ଓମିକ୍ରନ ହେଉଛି ଦକ୍ଷିଣ ଆଫ୍ରିକାରେ ପ୍ରଥମ ଥର ପାଇଁ ଚିହ୍ନଟ ହୋଇଥିବା କରୋନା ଭୂତାଣୁର ନୂଆ ନାଁ। ପ୍ରଥମେ ଏହାକୁ B.1.1.529 ଭାବେ ଚିହ୍ନଟ କରାଯାଇଥିଲା। ତେବେ ବିଶ୍ବ ସ୍ବାସ୍ଥ୍ୟ ସଂଗଠନ ଏହାର ସଂକ୍ରାମକ କ୍ଷମତାକୁ ଉପଲବ୍ଧି କରି ଏହାକୁ ଭ୍ୟାରିଆଣ୍ଟ ଅଫ କନସର୍ଣ୍ଣ ଘୋଷଣା କରିବା ସହିତ ଏହାର ନାଁ ଦେଇଛି ଓମିକ୍ରନ।…

Read More

କାହିଁକି ଅରୁଣାଚଳରେ ବୋଫୋର୍ସ ମୁତୟନ କଲା ଭାରତ?

ଚୀନ-ଭାରତ ସୀମା ଅରୁଣାଚଳ ପ୍ରଦେଶରେ ଭାରତ ଅତ୍ୟାଧୁନିକ ଅସ୍ତ୍ରଶସ୍ତ୍ର ବୃଦ୍ଧି କରିଛି । ବୋଫୋର୍ସ ତୋପ M-777 ଅଲ୍ଟ୍ରାଲାଇଟ ହାଓଜର, L70 ଆଣ୍ଟି ଏୟାରକ୍ରାଫ୍ଟ ତୋପ ଭଳି ଆଧୁନିକ ଯୁଦ୍ଧାସ୍ତ୍ରକୁ ଏଲଏସିରେ ଚୀନମୁହାଁ କରିଛି। M-777 ସେନାରେ ସାମିଲ ହେବାର କିଛି ମାସ ମଧ୍ୟରେ ଭାରତ ଏହାକୁ ଏଲଏସିରେ ମୁତୟନ କରିଛି। ତେବେ ଭାରତ ଓ ଚୀନ ମଧ୍ୟରେ ଉତ୍ତେଜନା ହ୍ରାସ ନେଇ କଥାବାର୍ତ୍ତା ଜାରି ରହିଥିବା ବେଳେ ଭାରତ କାହିଁକି ଚୀନ ସୀମାରେ ତାର କ୍ଷମତା…

Read More

ନେକଲେସ ପିନ୍ଧି ଆଉ କନ୍ୟା ଉଠିପାରିଲାନି

ବାହାଘର ବେଳେ ବର କନ୍ୟାକୁ ନେକଲେସ ଦେବାର ପରମ୍ପରା ରହିଛି। କିନ୍ତୁ ବର ଯେ 60 କିଲୋର ସୁନା ନେକଲେସ ଆଣି ଦେବ ସେକଥା କନ୍ୟାଘର ଲୋକ ବି ଭାବି ନଥିଲେ। ସମସ୍ତେ ତାଜୁବ । ଏବେ ଏହି ଘଟଣା ବିଶ୍ବ ବ୍ୟାପୀ ଚର୍ଚ୍ଚାର ବିଷୟ ହୋଇଛି। ଘଟଣା ଚୀନର । ଗତ ସେପ୍ଟେମ୍ବର 30 ତାରିଖରେ ଚୀନର ହୁବେଇ ପ୍ରଦେଶରେ ଏହି ବାହାଘର ଅନୁଷ୍ଠିତ ହୋଇଥିଲା।  ତେବେ ବାହାଘରର ଏହି ଫଟୋ ଖୁବ ଭାଇରାଲ ହେବାରେ…

Read More