ଚିତ୍ରୋତ୍ପଳା ଓ ଲୁଣା ଉପରେ ବ୍ୟାରେଜ ନିର୍ମାଣ ପ୍ରସ୍ତାବ

  ମହାନଦୀର ଜଳ ସ୍ରୋତ ହ୍ରାସ ପାଇବା ସହିତ ଏହାର ଶାଖା ନଦୀଗୁଡିକ ବିଶେଷ ଭାବେ ପ୍ରଭାବିତ ହେଉଛନ୍ତି । ଚିତ୍ରୋତ୍ପଳାର ଜଳସ୍ରୋତ ବିଶେଷ ଭାବେ ପ୍ରଭାବିତ ହୋଇଛି। ।ଚିତ୍ରୋତ୍ପଳା ନଦୀର ପୁନ୍ଦାଳୋ ଠାରେ ଏକ ବ୍ୟାରେଜ ନିର୍ମାଣ ପାଇଁ ରାଜ୍ୟ ସରକାର ଚିନ୍ତା କରୁଛନ୍ତି । ଚିତ୍ରୋତ୍ପଳା ନଦୀ ଅବବାହିକାର ବିକାଶ ଏବଂ ଏହାର ଜଳଧାରଣ କ୍ଷମତା ବୃଦ୍ଧି ସନ୍ଦେଶ ନେଇ ଗଠିତ ଚିତ୍ରୋତ୍ପଳା ବିକାଶ ପରିଷଦର ଦ୍ବିତୀୟ ବୈଠକରେ ଏ ସଂପର୍କରେ ମତ ପ୍ରକାଶ…

Read More

ଚିତ୍ରୋତ୍ପଳା ପାଇଁ ଅଣ୍ଟା ଭିଡ଼ିଲେ ନଦୀକୂଳ ବାସିନ୍ଦା: ଲକ୍ଷେ ଗଛ ଲଗେଇବେ

ଚିତ୍ରୋତ୍ପଳା , ପୁରାଣ ବର୍ଣ୍ଣିତ ଏହି ନଦୀଟି ଏବେ ତାର ସତ୍ତା ହରାଇବାକୁ ବସାଇବାକୁ ବସିଲାଣି… ଦିନେ ଚିରସ୍ରୋତା ଥିବା ଚିତ୍ରୋତ୍ପଳା ଏବେ ଛିନ୍ନସ୍ରୋତା ହେଲାଣି … ନଦୀ ଶଜ୍ୟା ବାଲୁକାମୟ ହୋଇଗଲାଣି କେବଳ ଚତୁର୍ମାସିଆକୁ ଛାଡ଼ିଦେଲେ ବାକି ସମୟରେ ନଦୀ ଶୁଖିଲା … ବେଶୀ ଦିନ ନୁହେଁ ପାକଲାବାଳା ବୟସ୍କମାନେ କୁହନ୍ତି ସେମାନଙ୍କ ଛୋଟ ବେଳେ ନଦୀ ପହଁରିବା ବଡ଼ କଷ୍ଟ ହେଉଥିଲା ହେଲେ ଏବେ ନଦୀ ଏପଟରୁ ସେପଟକୁ ଟେକା ଟି ପକେଇ ହେବ…

Read More