ପିଲାଙ୍କୁ କେବେଠାରୁ କରୋନା ଟିକା ଦିଆଯିବ?

ଭାରତରେ ଶହେ କୋଟି ଡୋଜ କୋଭିଡ ଟିକା ଅତିକ୍ରମ ହେବା ସହିତ ଦେଶବ୍ୟାପୀ ସେଲିବ୍ରେସନ କରାଯାଇଛି, ତେବେ ଏହା ଭିତରେ ସମସ୍ତଙ୍କ ମନରେ ବଡ଼ ପ୍ରଶ୍ନ ହୋଇ ରହିଛି ପିଲାଙ୍କୁ ଟିକା କେବେ ଦିଆଯିବ।  ଦେଶରେ ଯେତେ ସଂଖ୍ୟକ କରୋନା ରୋଗୀ ଚିହ୍ନଟ ହୋଇଛନ୍ତି ସେମାନଙ୍କ ମଧ୍ୟରେ 8.5 ପ୍ରତିଶତ ହେଉଛନ୍ତି ଛୋଟ ପିଲା ବା 18 ବର୍ଷରୁ କମ ବୟସ୍କ। ଯେଉଁମାନଙ୍କର ଅନ୍ୟ କିଛି ରୋଗ ରହିଛି ସେମାନେ କରୋନାରେ ଆକ୍ରାନ୍ତ ହେବା ପରେ  ଗୁରୁତର…

Read More

ଆସୁଛି ପିଲାଙ୍କ ପାଇଁ ଟିକା, କରୋନାରୁ ମିଳିବ ସୁରକ୍ଷା

କରୋନାର ତୃତୀୟ ଲହରକୁ ନେଇ ଆତଙ୍କ ଥମୁନାହିଁ। ବିଶେଷ କରି ଶିଶୁମାନଙ୍କ ସୁରକ୍ଷା ଉପରେ ଏବେ ସମସ୍ତେ ଚିନ୍ତିତ । ତେବେ କରୋନାରୁ ରକ୍ଷା ପାଇବା ପାଇଁ ବୟସ୍କଙ୍କ ଠାରୁ ଆରମ୍ଭ କରି ଯୁବ ବର୍ଗ ସମସ୍ତଙ୍କ ଟିକକରଣ ଜାରି ରହିଛି । ଆମଦେଶରେ କିନ୍ତୁ ଏପର୍ଯ୍ୟନ୍ତ ପିଲାମାନଙ୍କ ପାଇଁ ଟିକା ଆସିନାହିଁ। ଏବେ ସେ ଚିନ୍ତା ଖୁବ୍‌ଶୀଘ୍ର ଦୂର ହେବାକୁ ଯାଉଛି। କାରଣ ପିଲାମାନଙ୍କ ପାଇଁ ବି ଆସିବାକୁ ଯାଉଛି ଟିକା। ଗୋଟିଏ ନୁହେଁ ଏକଥାରକେ…

Read More

ଜାଣନ୍ତୁ କେଉଁ ଟିକା ଦାମ କେତେ ? ଆପଣ ପାଉଛନ୍ତି କେତେରେ…

ସମସ୍ତଙ୍କୁ ମାଗଣାରେ ଟିକା ଦିଆଯ଼ିବା ନେଇ ପ୍ରଧାନମନ୍ତ୍ରୀ ଘୋଷଣା କରିଛନ୍ତି । ଏଥିସହିତ ଘରୋଇ ହସ୍ପିଟାଲରେ ଟିକା ମଧ୍ୟ କିଣିବା ପାଇଁ ଉପଲବ୍ଧ ହେବ ବୋଲି ସୂଚନା ଦେଇଛନ୍ତି। ପ୍ରଧାନମନ୍ତ୍ରୀଙ୍କ ଘୋଷଣାର ପର ଦିନ କେନ୍ଦ୍ରସରକାର ଟିକା ପାଇଁ ଗାଇଡଲାଇନ ଜାରି କରିଛନ୍ତି । ଟିକା କେମିତି ଉତ୍ପାଦନକାରୀ କମ୍ପାନିଙ୍କଠାରୁ ଆସିବ ଏବଂ ରାଜ୍ୟଗୁଡ଼ିକୁ ବିତରଣ କରାଯିବ ଏସବୁ ବ୍ୟବସ୍ଥା କରିଛନ୍ତି। ତେବେ ଦେଶରେ ଘରୋଇ ହସ୍ପିଟାଲରେ ଟିକା ମିଳିବା ଆରମ୍ଭ ହେବା ପର ଠାରୁ କିଛି…

Read More

ସବୁ କରୋନାକୁ କୋଭାକ୍ସିନ ଭାରି ପଡ଼ିବ

କରୋନାର ଦ୍ୱିତୀୟ ଲହର ସାରା ଭାରତ ପାଇଁ ଚିନ୍ତାଜନକ। ଏହି ସମୟରେ ଭାରତରେ ବିକଶିତ ହୋଇଥିବା କରୋନାର ନୂଆ ଷ୍ଚ୍ରେନ୍ B.1.1.7 ୪୪ଟି ଦେଶକୁ ବିସ୍ତାର କରିଛି। ଆଉ ଏହା ବହୁତ ଶୀଘ୍ର ବ୍ୟାପୁଛି ଯାହାକି ଚିନ୍ତାଜନକ ବୋଲି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ କହିଥିଲା। ଆଉ ଏହି ନୂଆ ଭେରିଆଣ୍ଟ ବିରୋଧରେ ଦେଶର ସ୍ୱଦେଶୀ ଟିକା କୋଭାକ୍ସିନ କେତେ ପ୍ରଭାବୀ ସାଧାରଣରେ ପ୍ରଶ୍ନ ଉଠିଥିଲା। ରହିବାର ଏହାର ଉତ୍ତର ରଖିଛି କୋଭାକ୍ସିନ ଟିକାର ନିର୍ମାତା ଭାରତ ବାୟୋଟେକ୍।…

Read More