ଦେଖନ୍ତୁ – କାହିଁକି ଏହି ମହିଳାଙ୍କୁ ୱିମ୍ବେଲଡନରେ ସମସ୍ତେ ତାଳି ମାରି ଧନ୍ୟବାଦ ଦେଉଥିଲେ-ଆପଣ ବି ଦେବେ

ବର୍ଷା ଖରା ଲୁଚକାଳି ଭିତରେ ଆରମ୍ଭ ହୋଇଛି ୱିମ୍ବେଲଡନ ଟେନିସ ମୁକାବିଲା। ପ୍ରଥମ ଦିନରେ ଡିଫେଣ୍ଡିଙ୍ଗ ଚାମ୍ପିୟନ ନୋଭାକ ଜୋକୋଭିକ ଏବଂ ଆଣ୍ଡି ମୁରେଙ୍କ ମଧ୍ୟରେ ହୋଇଥିଲା ଦମଦାର ମୁକାବିଲା। ଗ୍ୟାଲେରିରେ ବି ଦର୍ଶକ ଖଚାଖଚ ଥିଲେ। ତେବେ ପ୍ରଥମ ଦିନରେ ଦର୍ଶକମାନେ ତାଳିମାରି ଯ଼ାହାଙ୍କୁ ସବୁଠାରୁ ଅଧିକ ଉତ୍ସାହିତ କରିଥିଲେ ସେ କୋର୍ଟରେ ଖେଳୁନଥିଲେ ବରଂ କୋର୍ଟ ବାହାରେ ଥିଲେ । ସେ ବି ଥିଲେ ଜଣେ ମହିଳା। ଗ୍ୟାଲେରିରେ ସମସ୍ତେ ଠିଆ ହୋଇ ଏହି…

Read More

ପୁରୁଣା କରୋନା ରୋଗୀଙ୍କୁ ଗୋଟିଏ ଟିକା ଯଥେଷ୍ଟ

ପୂର୍ବରୁ ଯଦି କରୋନାରେ ସଂକ୍ରମିତ ହୋଇଥିଲେ, ଏବେ ସୁସ୍ଥ ହୋଇଯାଇଛନ୍ତି ଏବଂ କୋଭିଡ ଟିକା ଗୋଟିଏ ନେଇଛନ୍ତି ତେବେ ଆପଣ ବିପଦମୁକ୍ତ ଅଛନ୍ତି | ସୋମବାର ହାଇଦ୍ରାବାଦରର AIG ହସ୍ପିଟାଲ୍ ଦ୍ୱାରା ପ୍ରକାଶିତ ଏକ ଅଧ୍ୟୟନ ଅନୁଯାୟୀ ଏମିତି କିଛି ତଥ୍ୟ ପ୍ରକାଶ କରାଯାଇଛି | ଏଥିରେ ଉଲ୍ଲେଖ କରାଯାଇଛି ଯେ ସଂକ୍ରମିତ ବ୍ୟକ୍ତିଙ୍କ ପାଇଁ COVID-19 ଟିକାର ଗୋଟିଏ ମାତ୍ର ମାତ୍ରା ଯଥେଷ୍ଟ | ଯେଉଁମାନଙ୍କର ପୂର୍ବରୁ ସଂକ୍ରମଣ ଥିଲା ଏବଂ ଟିକାର ଗୋଟିଏ ଡୋଜ…

Read More

ଜାଣନ୍ତୁ କେଉଁ ଟିକା ଦାମ କେତେ ? ଆପଣ ପାଉଛନ୍ତି କେତେରେ…

ସମସ୍ତଙ୍କୁ ମାଗଣାରେ ଟିକା ଦିଆଯ଼ିବା ନେଇ ପ୍ରଧାନମନ୍ତ୍ରୀ ଘୋଷଣା କରିଛନ୍ତି । ଏଥିସହିତ ଘରୋଇ ହସ୍ପିଟାଲରେ ଟିକା ମଧ୍ୟ କିଣିବା ପାଇଁ ଉପଲବ୍ଧ ହେବ ବୋଲି ସୂଚନା ଦେଇଛନ୍ତି। ପ୍ରଧାନମନ୍ତ୍ରୀଙ୍କ ଘୋଷଣାର ପର ଦିନ କେନ୍ଦ୍ରସରକାର ଟିକା ପାଇଁ ଗାଇଡଲାଇନ ଜାରି କରିଛନ୍ତି । ଟିକା କେମିତି ଉତ୍ପାଦନକାରୀ କମ୍ପାନିଙ୍କଠାରୁ ଆସିବ ଏବଂ ରାଜ୍ୟଗୁଡ଼ିକୁ ବିତରଣ କରାଯିବ ଏସବୁ ବ୍ୟବସ୍ଥା କରିଛନ୍ତି। ତେବେ ଦେଶରେ ଘରୋଇ ହସ୍ପିଟାଲରେ ଟିକା ମିଳିବା ଆରମ୍ଭ ହେବା ପର ଠାରୁ କିଛି…

Read More