ନୀରଜଙ୍କ ସୁନାର ମେଡାଲ: କିଛି ଅଭୁଲା ଭିଜୁଆଲ Watch IT

 ଶହେ ବର୍ଷରେ ଭାରତକୁ ମିଳିଛି ଏମିତି ସଫଳତା ଯ଼ାହାକୁ ନେଇ ସାରା ଭାରତ ଗର୍ବରେ ଛାତି ଫୁଲାଇ ପାରୁଛି। ଅଲିମ୍ପିକ୍ସରେ ନୀରଜ ଚୋପ୍ରା ସ୍ବର୍ଣ୍ଣ ପଦକ ଜିତିବାକୁ ପୂରା ଦେଶ ସେଲେବ୍ରେଟ କରୁଛି। ସୋସିଆଲ ମିଡିଆରେ ଏବେ କେବଳ ନୀରଜଙ୍କ ଖବର ଏବଂ ଭିଜୁଆଲ ହିଁ ଛାଇ ଯ଼ାଇଛି। ଏ ସଂପର୍କିତ ପୂରା ଖବର ଆମେ ଏହି ଠାରେ ଆପଣଙ୍କୁ ଦେବାକୁ ଚେଷ୍ଟା କରୁଛୁ।   ଜାଭେଲିନ୍ ଥ୍ରୋରେ ଭାରତକୁ ସ୍ୱର୍ଣ୍ଣ ଭେଟି ଦେଇଛନ୍ତି ନୀରଜ ଚୋପ୍ରା…

Read More

ଗଲୱାନ ଦିବସରେ ସେନାର ଏହି ଭିଡିଓ ଦେଖିଲେ ଗର୍ବରେ ଛାତି ଫୁଲି ଉଠିବ

ଗଲୱାନରେ ଭାରତ ଓ ଚୀନ ସେନା ମଧ୍ୟରେ ହୋଇଥିବା ସଂଘର୍ଷକୁ ଏକ ବର୍ଷ ପୂରିଯାଇଛି । ଏହି ଉଦ୍ଦେଶ୍ୟରେ ଭାରତୀୟ ସେନା ଏକ ଭିଡିଓ ଜାରି କରିଛି । ଏହି ଭିଡିଓ ‘ଗାଲୱାନ୍ କେ ବୀର୍’ ନାମରେ ପ୍ରକାଶିତ ହୋଇଛି । ଏଥିରେ ଭାରତୀୟ ସୈନିକମାନଙ୍କର ବୀରତ୍ୱର ଚିତ୍ର ରହିଛି । ୪ ମିନିଟ୍, ୫୯ ସେକେଣ୍ଡର ଏହି ଭିଡିଓରେ ଭାରତୀୟ ସେନାର ପରାକ୍ରମ ପ୍ରଦର୍ଶନ କରାଯାଇଛି। ଏହି ଭିଡିଓରେ ପ୍ରସିଦ୍ଧ ଗାୟକ ହରିହରନ୍ ନିଜର ସ୍ୱର…

Read More