ଚିତ୍ରୋତ୍ପଳା ପାଇଁ ଅଣ୍ଟା ଭିଡ଼ିଲେ ନଦୀକୂଳ ବାସିନ୍ଦା: ଲକ୍ଷେ ଗଛ ଲଗେଇବେ

ଚିତ୍ରୋତ୍ପଳା , ପୁରାଣ ବର୍ଣ୍ଣିତ ଏହି ନଦୀଟି ଏବେ ତାର ସତ୍ତା ହରାଇବାକୁ ବସାଇବାକୁ ବସିଲାଣି… ଦିନେ ଚିରସ୍ରୋତା ଥିବା ଚିତ୍ରୋତ୍ପଳା ଏବେ ଛିନ୍ନସ୍ରୋତା ହେଲାଣି … ନଦୀ ଶଜ୍ୟା ବାଲୁକାମୟ ହୋଇଗଲାଣି କେବଳ ଚତୁର୍ମାସିଆକୁ ଛାଡ଼ିଦେଲେ ବାକି ସମୟରେ ନଦୀ ଶୁଖିଲା … ବେଶୀ ଦିନ ନୁହେଁ ପାକଲାବାଳା ବୟସ୍କମାନେ କୁହନ୍ତି ସେମାନଙ୍କ ଛୋଟ ବେଳେ ନଦୀ ପହଁରିବା ବଡ଼ କଷ୍ଟ ହେଉଥିଲା ହେଲେ ଏବେ ନଦୀ ଏପଟରୁ ସେପଟକୁ ଟେକା ଟି ପକେଇ ହେବ…

Read More

ଅରିନ୍ଦମ ଦାସଙ୍କ ବିୟୋଗ: ହଠାତ ଏ କଣ ଘଟିଗଲା

ମହାନଦୀ ଜଳ ଗର୍ଭରେ ଫସି ଯାଇଥିବା ଏକ ହାତୀର ଉଦ୍ଧାର କରାଯିବା ଖବର ସଂଗ୍ରହ କରୁକରୁ ଟିଭି ସାମ୍ବାଦିକତା ଦୁନିଆର ହସ୍ତୀ ଅରିନ୍ଦମ ଦାସ ଭାସିଗଲେ ବହୁ ଦୂରକୁ । ଏତେ ଦୂରକୁ ଯେ ଆଉ ସେଠାରୁ ସେ ଫେରିବେନି । ସତେ ଯେମିତି ଜଣେ ଦକ୍ଷ ସାମ୍ବାଦିକଙ୍କୁ ଭଗବାନ ତାଙ୍କ ଦୁନିଆ ପାଇଁ ଆବଶ୍ୟକ କରୁଥିଲେ ଏବଂ ସେ ଏଥିପାଇଁ ତାଙ୍କୁ ଠିକ ତାଙ୍କର କର୍ତ୍ତବ୍ୟସ୍ଥଳରୁ ପାଖକୁ ନେଇଗଲେ  । Tuskar struck up at…

Read More