ଓମିକ୍ରନର ଏହି ଦୁଇ ସବଭ୍ୟାରିଆଣ୍ଟ ପାଇଁ ବେଶୀ ସଂକ୍ରମଣ ବ୍ୟାପୁଛି

ନଜର କରିଥିବେ ମାତ୍ର କିଛି ଦିନ ଭିତରେ ଦେଶରେ କରୋନା ସଂକ୍ରମଣ ହୁ ହୁ ହୋଇ ବଢ଼ିବାରେ ଲାଗିଛି .   ଦେଶରେ ଦୈନିକ ସଂକ୍ରମଣ 20 ହଜାର ଡେଇଁଥିବା ବେଳେ ଓଡ଼ିଶାରେ ଏହା 8ଶହ ଧରିଲାଣି . ଏବେ ଓମିକ୍ରନ ପାଇଁ ହିଁ ଦେଶରେ କରୋନା ସଂକ୍ରମଣ ବ୍ୟାପୁଥିବା ବେଳେ ଗତ କିଛି ଦିନ ଭିତରେ ଏଥିରେ ଦ୍ରୁତ ପରିବୃଦ୍ଧି ଦେଖାଦେବାରେ ଲାଗିଛି. ବିଶ୍ବବ୍ୟାପୀ କରୋନାର ଦୁଇଟି ଭ୍ୟରିଆଣ୍ଟ ଚିନ୍ତାର ବିଷୟ ହୋଇଛି.BA.2.75 ଏବଂ BA.5 ଏହି…

Read More

ଶିକ୍ଷୟିତ୍ରୀଙ୍କ ଭିଜୁଆଲ ଭାଇରାଲ ହେଲା

ଜଣେ ଶିକ୍ଷକ କେମିତି ହେବା ଉଚିତ । ଆପଣଙ୍କ ସ୍କୁଲ ସମୟକୁ ମନେ ପକାଇଲେ, ଏମିତି ସ୍ମୃତି ନିଶ୍ଚୟ ଆସୁଥିବ, କିଛି ଶିକ୍ଷକ ଏମିତି ଥାନ୍ତି ଯ଼ାହାଙ୍କୁ ଦେଳେଦେଲେ ପିଲାଏ ଦୌଡ଼ି ଯ଼ାଇ ପାଠ ପାଖରେ ବସି ପଡ଼ନ୍ତି । ଆଉ କିଛି ଶିକ୍ଷକ କଥାରେ କଥାରେ ପାଠଗୁଳି ଖୁଆଇ ଦେଇଥାନ୍ତି ତାହା ଜଣା ପଡ଼ିନଥାଏ। ଏବେ ନେଟ ଦୁନିଆରେ ଏକ ଭିଜୁଆଲ ଭାଇରାଲ ହେଉଛି। ଭିଜୁଆଲଟିରେ ଦେଖାଯ଼ାଉଛି ଶିକ୍ଷୟିତ୍ରୀ ପିଲାମାନଙ୍କ ସହିତ ନାଚୁଛନ୍ତି। ସେ ପୁଣି ବଲିଉଡ଼…

Read More

ଆସୁଛି ନୂଆ ଶ୍ରମ ଆଇନ ଏଥର ମ୍ୟାନେଜରଙ୍କ ହାକିମାତି ଶେଷ

ଜୁଲାଇ 1 ତାରିଖରୁ ଦେଶରେ ନୂଆ ଶ୍ରମ ଆଇନ ଲାଗୁ ହେବାକୁ ଯ଼ାଉଛି । ଏହାଦ୍ବାରା ସରକାରୀ ଓ ବେସରକାରୀ କର୍ମଚାରୀଙ୍କ ପାଇଁ କିଛି ନୂଆ ନିୟମ ଲାଗୁ ହେବ। ଯ଼େଉଁଥିରେ ଆପଣଙ୍କ ପାଇଁ ଅନେକ କିଛି ଜାଣିବାର ଅଛି। ଏହା ନୂଆ ନିୟମ ଲାଗୁ ହେଲେ କର୍ମଚାରୀଙ୍କ କାର୍ଯ଼୍ୟକ୍ଷେତ୍ରରେ ଏକ ବଡ଼ ଧରଣର ପରିବର୍ତ୍ତନ ଆସିବାର ସମ୍ଭାବନା ରହିଛି। ବିଶେଷ କରି କର୍ମଚାରୀଙ୍କ ଦୈନିକ କାର୍ଯ଼୍ୟ ସମୟ, ସେମାନଙ୍କର ଇପିଏଫ, ସେମାନଙ୍କର ଦରମା, ଗ୍ରାଚ୍ୟୁଟି,  ଆଦି…

Read More

ନନ୍ଦନକାନନରେ ରହିବନି ପାର୍କିଂ ସମସ୍ୟା

ନନ୍ଦନକାନନ ଯ଼ାଇଥିବା ଲୋକଟି ଜାଣିଥିବ ଗାଡ଼ି ପାର୍କିଂ କରିବାକୁ କେତେ ଅସୁବିଧା ହୁଏ। ଅନେକ ତ କିଛି ଦୂରରେ ହେଉ ବରଂ ରାସ୍ତାରେ ପାର୍କିଂ କରିବାର ଦେଖାଯ଼ାଇଥାଏ। ହେଲେ ଏବେ ସେମିତି ହେବ ନାହିଁ। ନନ୍ଦନକାନନରେ ଆରମ୍ଭ ହେଲା ବହୁତଳ ପାର୍କିଂ ବ୍ୟବସ୍ଥା। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ନନ୍ଦନକାନନଠାରେ ନିର୍ମିତ ତିନି ମହଲା ବିଶିଷ୍ଟ ବହୁତଳ କାର ପାର୍କିଂ ସୁବିଧାର ଉଦ୍‌ଘାଟନ କରିଛନ୍ତି।  ପ୍ରତ୍ୟେକ ମହଲା ୫୬୦୦ ବର୍ଗମିଟରର ଏବଂ ଏଥିରେ ୫୮୩ଟି ଚାରିଚକିଆ ଯାନ…

Read More