କଣ ଏହି ଡିଜିଟାଲ ଉପବାସ, କାହିଁକି ଏହା ଜରୁରୀ

ଆଜିକାଲି ଡିଜିଟାଲ ଯୁଗ। ଯାହାକୁ ଦେଖିବ ତା ହାତରେ ରହିଛି ସ୍ମାର୍ଟ ଫୋନ। ଅଫିସ ଘର କ୍ଲାସରୁମ ସବୁଠି ରହିଛି ଡିଜିଟାଲ ସ୍କ୍ରିନ, ଲ୍ୟାପଟପ, ଟାବଲେଟ ଏବଂ ଇଣ୍ଟରନେଟ । ଏହି ଗ୍ୟାଜେଟ୍ ଗୁଡ଼ିକ ଆମ ଜୀବନକୁ ଯେତିକି ସହଜ କରୁଛନ୍ତି ସେତିକି ଆମକୁ ଜାଲରେ ବାନ୍ଧି ଦେଉଛନ୍ତି । ଚାହିଁଲେ ବି ଆମେ ସେଥିରୁ ମୁକୁଳି ପାରିନଥାଉ, ଯଦିଓ ଆମେ ଜାଣିଛୁ ଯେ ଆମେ ଯେଉଁ ରିଲସ, କିମ୍ବା ସୋସିଆଲ ମିଡିଆ ଦେଖୁଛୁ ତାହା ଅନନ୍ତ…

Read More

ଖୁବ ଶୀଘ୍ର ଆସୁଛି ଉଡ଼ନ୍ତା ବାଇକ, ଘଣ୍ଟାକୁ 200 କିମି ଉଡ଼ିବ

() ପୋଲାଣ୍ଡର କମ୍ପାନୀ Volonaut ଏକ ନୂତନ ଏୟାରବାଇକ୍ ତିଆରି କରିଛି। ଏହା 200 କିଲୋମିଟର ପ୍ରତି ଘଣ୍ଟା ବେଗରେ ଆକାଶରେ ଉଡ଼ିପାରିବ। ବିଶେଷ କଥା ହେଉଛି ଏହାକୁ 4 ପ୍ରକାରର ଇନ୍ଧନ ସହିତ ଉଡ଼ାଯାଇପାରିବ। ଏଥିରେ ଡିଜେଲ, ବାୟୋଡିଜେଲ୍, ଜେଟ୍-ଏ1 ଏବଂ କିରୋସିନ୍ ଦ୍ବାରା ଆପଣ ଉଡ଼ାଇ ପାରିବେ। କମ୍ପାନୀ ସୋସିଆଲ ମିଡିଆ ପ୍ଲାଟଫର୍ମ ଇନଷ୍ଟାଗ୍ରାମରେ ଏହାର ଭିଡିଓ ସେୟାର କରିଛି, ଯେଉଁଥିରେ ଉଡ଼ାଣ ଏବଂ ଅବତରଣର ଭିଜୁଆଲ ଦେଖାଯାଉଛି। ଏହି ଏୟାରବାଇକ୍ ଟୋମାସ୍ଜ୍ ପାଟନ୍…

Read More

ସ୍ବଚ୍ଛ ସହର ବର୍ଗରେ ଭୁବନେଶ୍ବର ନମ୍ବର 9ରେ, ତାଲିକାରେ ଅଛି ଗଞ୍ଜାମ

ଓଡ଼ିଶାର ରାଜଧାନୀ ଭୁବନେଶ୍ୱରକୁ ସମ୍ଭାବନାପୂର୍ଣ୍ଣ ସ୍ୱଚ୍ଛ ସହର ବର୍ଗରେ ପୁରସ୍କୃତ କରାଯାଇଛି । ଏହାଛଡ଼ା ୨୦ ହଜାରରୁ ୫୦ ହଜାର ମଧ୍ୟରେ ଜନସଂଖ୍ୟା ଥିବା ସ୍ୱଚ୍ଛ ସହର ତାଲିକାରେ ଗଞ୍ଜାମ ଜିଲ୍ଲାର ଆସିକା ଏବଂ ୨୦ ହଜାରରୁ କମ୍‌ ଜନସଂଖ୍ୟା ଥିବା ସ୍ୱଚ୍ଛ ସହର ତାଲିକାରେ ଗଞ୍ଜାମର ଚିକିଟିକୁ ସ୍ୱତନ୍ତ୍ର ରାଷ୍ଟ୍ରପତି ପୁରସ୍କାର ପ୍ରଦାନ କରାଯାଇଛି । ପ୍ରମୁଖ ସୁପର ସ୍ୱଚ୍ଛ ଲିଗରେ ସ୍ଥାନ ପାଇଲେ ଇନ୍ଦୋର, ସୁରଟ, ନଭି ମୁମ୍ବାଇ। ଭାରତର ନୂତନ ସ୍ୱଚ୍ଛ ସହର…

Read More

ଅନ୍ତିମ ସମୟ ଗଣୁଛି ଲାଲ ବାହିନୀ

ଲାଲଗଡ଼କୁ ନିପାତ କରିବା ପାଇଁ ଏବେ ଓଡ଼ିଶା-ଛତିଶଗଡ଼,ତେଲେଙ୍ଗାନା, ଆନ୍ଧ୍ରପ୍ରଦେଶରେ ଜୋରଦାର ଅପରେସନ ଜାରି ରହିଛି। ଗତ 6 ମାସ ଭିତରରେ 5ଶହରୁ  ଅଧିକ ମାଓ କ୍ୟାଡର ପ୍ରାଣ ହରାଇଥିବା ଟପ୍ ମାଓ ନେତାମାନେ ମଧ୍ୟ ପ୍ରାଣ ହରାଇଛନ୍ତି। ଆସନ୍ତୁ ନଜର ପକାଇବା ନିକଟରେ ପ୍ରାଣ ହରାଇଥିବା କିଛି ଟପ୍ ମାଓ ନେତାଙ୍କ ଉପରେ ଯେଉଁମାନେ ତିନି ରାଜ୍ୟକୁ ହୁଲସ୍ତୁଲ କରି ରଖିଥିଲେ। କହି କହି ଏମାନେ ରକ୍ତପାତ କରୁଥିଲେ। ହେଲେ ସ୍ଥିତି ଏବେ ଏମିତି ହୋଇଛି ଯେ…

Read More

ସେପ୍ଟେମ୍ବର 17ରେ ସୁଭଦ୍ରା ଟଙ୍କା, ଜାଣନ୍ତୁ କେମିତି ଆବେଦନ କରିବେ

ପ୍ରଧାନମନ୍ତ୍ରୀ  ନରେନ୍ଦ୍ର ମୋଦି ସେପ୍ଟେମ୍ବର ୧୭ ତାରିଖରେ ସୁଭଦ୍ରା ଯୋଜନା ଶୁଭାରମ୍ଭ କରିବାର କାର୍ଯ୍ୟକ୍ରମ ରହିଛି। ଯୋଜନାର ବିସ୍ତୃତ ମାର୍ଗଦର୍ଶିକା ଖୁବ୍ ଶୀଘ୍ର ଜିଲ୍ଲାପାଳମାନଙ୍କୁ ପଠାଯିବ। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ସୁଭଦ୍ରା ଯୋଜନାର SOP ସମ୍ପର୍କରେ ବିଧାନ ସଭାରେ ସୂଚନା ଦେବା ପରେ ଉନ୍ନୟନ କମିଶନର ଅନୁ ଗର୍ଗ ଯୋଜନାର ସମୀକ୍ଷା କରିଛନ୍ତି. ସୁଭଦ୍ରା ଯୋଜନାର କାର୍ଯ୍ୟାନ୍ୱୟନ ସଂପର୍କରେ ଆଜି ଅପରାହ୍ନରେ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଉନ୍ନୟନ କମିଶନର ଶ୍ରୀମତୀ ଅନୁ ଗର୍ଗଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ…

Read More

ସରଳା ଦେବୀଙ୍କ ବିଷୟରେ ଜାଣିଛନ୍ତି କି?

• ବିଂଶ ଶତାବ୍ଦୀର ଆଦ୍ୟ କାଳଖଣ୍ଡରେ ଓଡ଼ିଶାର ସାମାଜିକ, ରାଜନୈତିକ ଓ ସାଂସ୍କୃତିକ ଆକାଶରେ ସରଳା ଦେବୀ ଏକ ଉଜ୍ଜଳ ନକ୍ଷତ୍ର । ଏହି ଅସାଧାରଣ ଧୀସଂପନ୍ନ ପ୍ରତିଭାମୟୀ ନାରୀଙ୍କ ଜନ୍ମ ୧୯୦୪, ଅଗଷ୍ଟ ୧୯ ତାରିଖରେ ଜଗତସିଂହପୁର ଜିଲ୍ଲା ବାଲିକୁଦା ଥାନା ଅନ୍ତର୍ଗତ କରିଲୋ ଗ୍ରାମର ଏକ ଆଭିଜାତ୍ୟ ପରିବାରରେ । ସରଳାଙ୍କର ଶିକ୍ଷା ପ୍ରତି ପ୍ରବଳ ଆଗ୍ରହ ଦେଖି ତାଙ୍କ ପିତା ବାଳମୁକୁନ୍ଦ ଘରେ ଜଣେ ଖ୍ରୀଷ୍ଟିଆନ୍ ଗୁରୁମା’ଙ୍କୁ ନିଯୁକ୍ତ କରିଥିଲେ | ସରଳା…

Read More

ଭିଟାମିନ ଡି ବୃଦ୍ଧାବସ୍ଥା ରୋକିଥାଏ କିନ୍ତୁ ଭାରତରେ 76% ପାଖରେ ଅଭାବ

ଭିଟାମିନ ଡି ଏମିତି ଏକ ଭିଟାମିନ ଯାହାକୁ ଆମ ଶରୀର ନିଜେ ମଧ୍ୟ ତିଆରି କରିପାରିବ, ଏଥିପାଇଁ କେବଳ ଆବଶ୍ୟକ ସୂର୍ଯ୍ୟାଲୋକର। ଯେମିତି ସୂର୍ଯ୍ୟାଲୋକର ଉପସ୍ଥିତିରେ ଉଦ୍ଭିଦମାନେ ଖାଦ୍ୟ ପ୍ରସ୍ତୁତ କରିଥାନ୍ତି, ସେମିତି ଆମ ଶରୀର ନିଜର ଆବଶ୍ୟକତା ଅନୁସାରେ ଭିଟାମିନ ଡି ପ୍ରସ୍ତୁତ କରିଥାଏ। ତେବେ ଆଶ୍ଚର୍ଯ୍ୟର କଥା ହେଲା ସୂର୍ଯ୍ୟାଲୋକ ସମସ୍ତଙ୍କ ପାଇଁ ପର୍ଯ୍ୟାପ୍ତ ପରିମାଣରେ ଉପଲବ୍ଧ ହେଉଥିଲେ ମଧ୍ୟ ବିଶ୍ବର ଅଧା ଲୋକ ଭିଟାମିନ ଡି ଅଭାବର ଶିକାର ହୋଇଥାନ୍ତି। ଆମ ଦେଶରେ…

Read More

ପିରିୟଡ ଛୁଟି, ପ୍ରିୟଦର୍ଶିନୀଙ୍କ ପ୍ରେରଣା, ପ୍ରଭାତୀଙ୍କ ପଦକ୍ଷେପ

୭୮ତମ ସ୍ବାଧୀନତା ଦିବସ ଅବସରରେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା ମହିଳାମାନଙ୍କ ପାଇଁ ବଡ ଘୋଷଣା କରିଛନ୍ତି। ଉପମୁଖ୍ୟମନ୍ତ୍ରୀ କହିଛନ୍ତି, ଋତୁସ୍ରାବ ପାଇଁ ସରକାରୀ ଓ ବେସକାରୀ ମହିଳା କର୍ମଚାରୀଙ୍କୁ ମିଳିବ ଛୁଟି। ସମଗ୍ର ରାଜ୍ୟରେ ଏହି ନିୟମ ଲାଗୁ ହେବ ବୋଲି ସେ କହିଛନ୍ତି।ଉପମୁଖ୍ୟମନ୍ତ୍ରୀଙ୍କ ଘୋଷଣା ଅନୁଯାୟୀ, ଋତୁସ୍ରାବ ପାଇଁ କର୍ମଜୀବୀ ମହିଳାଙ୍କୁ ଦିନେ ଛୁଟି ମିଳିବ। ସରକାରୀ ଓ ଘରୋଇ ମହିଳା କର୍ମଚାରୀ ଦିନକ ପାଇଁ ଛୁଟି ନେଇପାରିବେ। ଋତୁସ୍ରାବ ଦିନ କିମ୍ବା ଦ୍ୱିତୀୟ ଦିନ…

Read More

କେରଳରେ ପତାକା ଉତ୍ତୋଳନ କଲା ଚଢ଼େଇ !

ଏକ ଭାଇରାଲ ଭିଡିଓ ଏବେ ସାରା ଦେଶରେ ହଇଚଇ ସୃଷ୍ଟି କରିଛି। ଭିଜୁଆଲଟି ଏମିତି ଯେ ଆପଣ ବି ଦେଖି ଆଶ୍ଚର୍ଯ୍ୟ ଚକିତ ହୋଇଯିବେ। ଭିଡିଓଟିକୁ ଶତାଧିକ ଲୋକ ସେୟାର କରିଥିବା ବେଳେ ଲକ୍ଷ ଲକ୍ଷ ଲୋକ ଦେଖିସାରିଲେଣି।  ତଳେ ଭିଡିଓ ଟି ସେୟାର କରିଥିବା ଜଣେ ନେଟିଜେନଙ୍କ ପୋଷ୍ଟ ଲିଙ୍କ ଦିଆଯାଇଛି। ତେବେ ତାହା ପୂର୍ବରୁ ଜାଣନ୍ତୁ କଣ ରହିଛି ଏହି ଭିଡିଓରେ। କେରଳର ଏକ ଅଜଣା ସ୍ଥାନରେ ପତାକା ଉତ୍ତୋଳନ କରାଯାଉଛି। ସ୍କୁଲ ପିଲାମାନେ…

Read More

ଭାରତୀୟ ଶାଗୁଣା ବଂଶ ହ୍ରାସରୁ ୫ ଲକ୍ଷ ଲୋକଙ୍କ ମୃତ୍ୟୁ

ଦିନେ ଭାରତରେ ଶାଗୁଣା ସର୍ବବ୍ୟାପୀ ଥିଲେ  । ପଶୁଙ୍କ ଶବ ଅନ୍ଵେଷଣରେ ଏମାନେ ଖୋଲା ପଡ଼ିଆ ଉପରେ ଆକାଶରେ ଘୂରି ବୁଲୁଥିଲେ। କିନ୍ତୁ ଦୁଇ ଦଶନ୍ଧିରୁ ଅଧିକ ସମୟ ହେଲାଣି ଭାରତର ଶାଗୁଣା ବଂଶ ଲୋପ ପାଇବାକୁ ବସିଲେଣି । ଏହାର କାରଣ ଅସୁସ୍ଥ ଗାଈଗୋରୁଙ୍କ ଚିକିତ୍ସା ଲାଗି ବ୍ୟବହୃତ ହେଉଥିବା ଔଷଧ । ୯୦ ଦଶକ ମଧ୍ୟଭାଗରୁ ଶାଗୁଣା ସଂଖ୍ୟା ହ୍ରାସ ପାଇବାରେ ଲାଗିଛି। ଏହା ଏବେ ଶୂନ ହେବାକୁ ବସିଲାଣି। ଏହାର କାରଣ ଗାଈଗୋରୁଙ୍କୁ…

Read More