ସିନ୍ଧୁ ଜିତିଲେ ବ୍ରୋଞ୍ଜ ଦେଖନ୍ତୁ କେତେ କଷ୍ଟ ସାଧ୍ୟ ଥିଲା ସେହି ସମୟ

ପିଭି ସିନ୍ଧୁ ପ୍ରଥମ ଭାରତୀୟ ମହିଳା ଭାବେ ଦୁଇଟି ଅଲିମ୍ପିକ୍ସ ମେଡାଲ ଜିଣି ଇତିହାସ ରଚିଛନ୍ତି । ବ୍ୟାଡମିଣ୍ଟନ ସିଙ୍ଗଲସ ତୃତୀୟ ସ୍ଥାନ ପାଇଁ ସିନ୍ଧୁ ତାଙ୍କର ଚୀନ ପ୍ରତିପକ୍ଷ ବିଙ୍ଗ ଜିଆଓଙ୍କୁ ହରାଇ ବ୍ରୋଞ୍ଜ ପଦକ ଜିତିଛନ୍ତି। ସେମିଫାଇନାଲରେ ବିଶ୍ବର ନମ୍ବର ୱାନ ଟାଇ ଜୁ ୟିଙ୍ଗଙ୍କଠାରୁ ହାରିଯାଇଥିବା ପିଭି ସିନ୍ଧୁ ଘାଇଲା ବାଘ ପରି ଖେଳିଥିଲେ। ପ୍ରଥମରୁ ହିଁ ତାଙ୍କର ଚୀନ ପ୍ରତିପକ୍ଷଙ୍କ ଉପରେ ପ୍ରଭାବ ବିସ୍ତାର କରି ରଖିଥିଲେ। ତଥାପିବି ମ୍ୟାଚ ରୋଚକ…

Read More