ପୁରୀରେ ଦେଶର ପ୍ରଥମ ପ୍ରକଳ୍ପ ଆରମ୍ଭ ହେଲା

ଦେଶରେ ପୁରୀ  ପ୍ରଥମ ସହର । ଖାଲି ସେତିକି ନୁହେଁ ଲଣ୍ଡନ ସିଙ୍ଗାପୁର ଭଳି ସହରରେ ଯ଼େଉଁଭଳି ସୁବିଧା ମିଳୁଛି ସେହିଭଳି ସୁବିଧା ପୁରୀ ବାସୀଙ୍କୁ ମିଳୁଛି । ପାଇପ ପାଣିତ ସବୁ ସହରରେ ମିଳୁଛି କିନ୍ତୁ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଧାମ ପୁରୀରେ ଏବେ ପାଇପରୁ ସିଧା ପାଣି ନେଇ ପିଇ ହେବ । ଏମିତି ପ୍ରକଳ୍ପ ଆଜି ଆରମ୍ଭ ହୋଇଛି । ଏହି ପ୍ରକଳ୍ପ ଯୋଗୁ ପିଇବା ପାଣି ଗଚ୍ଛିତ ତଥା ଫିଲଟର୍‌ କରିବା ମଧ୍ୟ…

Read More

ଶ୍ରୀକ୍ଷେତ୍ର ଓ ଶ୍ରୀଜଗନ୍ନାଥ :- କାହିଁକି ଏହି କ୍ଷେତ୍ର ପୁରୀ ଭାବେ ଜଣାଯାଏ

  ସ୍ମରଣାତୀତ କାଳରୁ ଶ୍ରୀକ୍ଷେତ୍ର ପୁରୀରେ ମହାପ୍ରଭୁ ଶ୍ରୀଜଗନ୍ନାଥ ଆବିର୍ଭୂତ ହୋଇଛନ୍ତି । ଏହି ପରମପାବନ କ୍ଷେତ୍ର ଯେ ପୃଥିବୀର ଏକ ପ୍ରାଚୀନ ଧର୍ମପୀଠ-ଏହା ବିନା ଦ୍ୱିଧାରେ କୁହାଯାଇପାରେ । କିନ୍ତୁ ଏହି କ୍ଷେତ୍ରର ମୁଖ୍ୟ ଅଧିଷ୍ଠାତା ଦେବତା ଶ୍ରୀଜଗନ୍ନାଥଙ୍କର ଇତିବୃତ୍ତ ଅଦ୍ୟାବଧି ରହସ୍ୟାବୃତ ହୋଇ ରହି ଆସିଛି । ବିଭିନ୍ନ ପୁରାଣ, କିମ୍ବଦନ୍ତୀ ଓ ଇତିହାସ ସେ ରହସ୍ୟ ଭେଦକରି ପାରି ନାହାନ୍ତି । କଥାରେ କୁହାଯାଇଛି, ପୁରୁଷୋତ୍ତମ ଶ୍ରୀଜଗନ୍ନାଥଙ୍କ ରହସ୍ୟ ଦେବଗଣଙ୍କୁ ମଧ୍ୟ ଅଗୋଚର;…

Read More

କେନ୍ଦ୍ରାପଡ଼ା ରଥ ଓ ବାବା ବଳିଆଙ୍କ ପାଠ

ପୁରୀରେ ଯେଉଁଭଳି ଭାବେ ବିନା ଭକ୍ତରେ ରଥଯାତ୍ରା ଆୟୋଜନ ପାଇଁ ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି ସେହିଭଳି ଭାବେ ଓଡ଼ିଶାର ଆଉ କିଛି ପ୍ରମୁଖ ସ୍ଥାନରେ ରଥଯାତ୍ରା ଆୟୋଜନ କରିବାକୁ ଦାବି ହେଉଛି. ଆଧ୍ୟାତ୍ମିକ ଗୁରୁ ବାବା ବଳିଆ ଏକ ଭିଡ଼ିଓ ବାର୍ତ୍ତା ମାଧ୍ୟମରେ କେନ୍ଦ୍ରାପଡ଼ାରେ ବଳଦେବଜୀଉଙ୍କ ରଥଯାତ୍ରା କରିବାଲାଗି ପ୍ରସ୍ତାବ ଦେଇଛନ୍ତି. ବିନା ଭକ୍ତରେ କେବଳ ସେବାୟତଙ୍କ ଦ୍ୱାରା ରଥ ଟାଣିବା ଲାଗି ସେ ପ୍ରସ୍ତାବ ଦେଇଛନ୍ତି.

Read More

ଗୁରୁ ଆସିଲେ ଏମିତି, ଗୁରୁ ବି ବେହୋସ- ସବୁ ସେହି କାଳିଆର ମହିମା

ଇଣ୍ଟରନେଟରେ ଭିଡିଓ କିମ୍ବା ଫଟୋ ଯ଼ଦି ଭାଇରାଲ ହେଉଛି ଏବଂ ଏହାକୁ ନେଇ ନ୍ୟୁଜ ଓ ବିଶ୍ଳେଷଣ କରାଯାଉଛି , ତେବେ ଇଣ୍ଟରନେଟରେ ଭାଇରାଲ ହେଉଥିବା ଲେଖାକୁ ମଧ୍ୟ ଆପଣଙ୍କ ସାମ୍ନାକୁ ଆଣିବାକୁ ଚାହିଁଥିଲୁ l   ହ୍ବାଟସ ଆପ ଗ୍ରୁପରେ ଏହି ଛୋଟ ଗପଟି ଭାଇରାଲ ହେଉଛି l ଗପଟିର ଲେଖା କାହାର ଜାଣିନାହୁଁ ତେବେ ସେହି ଅଜଣା ଲେଖକଙ୍କୁ କ୍ରେଡିଟ ଦେଉଛୁ l ଏଥିସହିତ ଏହି ଗଳ୍ପର ସତ୍ୟାସତ୍ୟ ବିଷୟରେ ମଧ୍ୟ ଆମେ ତର୍ଜମା କରିବା…

Read More