ନେକଲେସ ପିନ୍ଧି ଆଉ କନ୍ୟା ଉଠିପାରିଲାନି

ବାହାଘର ବେଳେ ବର କନ୍ୟାକୁ ନେକଲେସ ଦେବାର ପରମ୍ପରା ରହିଛି। କିନ୍ତୁ ବର ଯେ 60 କିଲୋର ସୁନା ନେକଲେସ ଆଣି ଦେବ ସେକଥା କନ୍ୟାଘର ଲୋକ ବି ଭାବି ନଥିଲେ। ସମସ୍ତେ ତାଜୁବ । ଏବେ ଏହି ଘଟଣା ବିଶ୍ବ ବ୍ୟାପୀ ଚର୍ଚ୍ଚାର ବିଷୟ ହୋଇଛି। ଘଟଣା ଚୀନର । ଗତ ସେପ୍ଟେମ୍ବର 30 ତାରିଖରେ ଚୀନର ହୁବେଇ ପ୍ରଦେଶରେ ଏହି ବାହାଘର ଅନୁଷ୍ଠିତ ହୋଇଥିଲା।  ତେବେ ବାହାଘରର ଏହି ଫଟୋ ଖୁବ ଭାଇରାଲ ହେବାରେ…

Read More

ହାତୀ ଖାଇଦେଲା ହେଲମେଟ

  ହଁ ହଁ ଆପଣ ଠିକ୍ ପଢ଼ିଛନ୍ତି ହେଡଲାଇନରେ ହାତୀଟିଏ ହେଲମେଟ ଖାଇଦେଲା । କେମିତି ଖାଇଲା ଖାଇକି କଣ ହେଲା ତାହା ଜାଣିବା ପାଇଁ ଆପଣଙ୍କର ଉତ୍କଣ୍ଠା ନିଶ୍ଚଯ ବଢ଼ିବଣି । ଦେଖୁଥିବା ଚିତ୍ରରେ ତ ଏମିତି ଦେଖାଯାଉଛି । ହାତୀଟି ବାଇକ ପାଖରେ ଠିଆ ହୋଇଛି । ପରେ ବାଇକରେ ଲାଗିଥିବା ହେଲମେଟକୁ ଖାଇଦେଉଛି । ହାତୀକୁ ଘଉଡ଼ାଇବା ଲାଗି ଲୋକେ ଚେଷ୍ଟା କରିଥିଲେ । କିନ୍ତୁ ହାତୀ ଥିଲା ବେଫିକର। ତାର ଜିଦି…

Read More