କ୍ରିକେଟ ମୈଦାନରୁ ୱିମ୍ବଲଡନ ଚାମ୍ପିୟନ

ଅଷ୍ଟ୍ରେଲିଆର ଆସଲେ ବାର୍ଟି ଏଥରର ୱିମ୍ବଲଡନ ଚାମ୍ପିୟନ ହୋଇଛନ୍ତି । ଚେକ ଗଣରାଜ୍ୟର କ୍ୟାରୋଲିନା ପ୍ଲିସ୍କୋଭାଙ୍କୁ ପରାସ୍ତ କରି ବାର୍ଟି ତାଙ୍କର ଦ୍ବିତୀୟ ଗ୍ରାଣ୍ଡ ସ୍ଲାମ ଜିତିଛନ୍ତି । କ୍ୟାରୋଲିନାଙ୍କୁ ସେ 6-3, 6-7, 6-3 ସେଟରେ ପରାସ୍ତ କରି 41 ବର୍ଷ ପରେ ଅଷ୍ଟ୍ରେଲୀୟ ଖେଳାଳି ଭାବେ ଟାଇଟଲ ହାସଲ କରିଛନ୍ତି । 1980 ମସିହାରେ ଏଭୋନ ଗୁଲାଗଙ୍ଗ କ୍ୟାଲେ ଶେଷ ଅଷ୍ଟ୍ରେଲିୟ ଖେଳାଳି ଭାବେ ୱିମ୍ବଲଡନ ଜିତିଥିଲେ । କ୍ୟାଲେ ଏବଂ ମାର୍ଗାରେଟ କୋର୍ଟଙ୍କ…

Read More

ଦେଖନ୍ତୁ – କାହିଁକି ଏହି ମହିଳାଙ୍କୁ ୱିମ୍ବେଲଡନରେ ସମସ୍ତେ ତାଳି ମାରି ଧନ୍ୟବାଦ ଦେଉଥିଲେ-ଆପଣ ବି ଦେବେ

ବର୍ଷା ଖରା ଲୁଚକାଳି ଭିତରେ ଆରମ୍ଭ ହୋଇଛି ୱିମ୍ବେଲଡନ ଟେନିସ ମୁକାବିଲା। ପ୍ରଥମ ଦିନରେ ଡିଫେଣ୍ଡିଙ୍ଗ ଚାମ୍ପିୟନ ନୋଭାକ ଜୋକୋଭିକ ଏବଂ ଆଣ୍ଡି ମୁରେଙ୍କ ମଧ୍ୟରେ ହୋଇଥିଲା ଦମଦାର ମୁକାବିଲା। ଗ୍ୟାଲେରିରେ ବି ଦର୍ଶକ ଖଚାଖଚ ଥିଲେ। ତେବେ ପ୍ରଥମ ଦିନରେ ଦର୍ଶକମାନେ ତାଳିମାରି ଯ଼ାହାଙ୍କୁ ସବୁଠାରୁ ଅଧିକ ଉତ୍ସାହିତ କରିଥିଲେ ସେ କୋର୍ଟରେ ଖେଳୁନଥିଲେ ବରଂ କୋର୍ଟ ବାହାରେ ଥିଲେ । ସେ ବି ଥିଲେ ଜଣେ ମହିଳା। ଗ୍ୟାଲେରିରେ ସମସ୍ତେ ଠିଆ ହୋଇ ଏହି…

Read More